ପରିବହନ ବିଭାଗର ନୂଆ ଯୋଜନା : ଆଗାମୀ ବର୍ଷ ସ୍ୱୟଂ ଚାଳିତ ଗାଡ଼ି ଚାଳନା ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାଡ଼ି ଚାଳକଙ୍କୁ ସହଜରେ ଲାଇସେନ୍ସ ପ୍ରଦାନ ପାଇଁ ଆଗାମୀ ବର୍ଷରୁ ସ୍ୱୟଂ ଚାଳିତ ଗାଡ଼ି ଚାଳନା ପରୀକ୍ଷଣ ସୁବିଧା କାର୍ଯ୍ୟକାରୀ କରାଯିବ । ଏଥିସହ ଗାଡ଼ି କିଣା-ବିକା ପ୍ରକ୍ରିୟାକୁ ଆହୁରି ସରଳୀକରଣ କରିବା ପାଇଁ ଇ-ସ୍ୱାକ୍ଷର ବ୍ୟବସ୍ଥା ଲାଗୁ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.