Monthly Archives

June 2026

ବିଶ୍ୱ ସଂଗୀତ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବିଶ୍ୱ ସଂଗୀତ ଦିବସ ମହାସମାରୋହରେ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ପାଳିତ ହୋଇଯାଇଛି । ସ୍ୱସ୍ତି ସାହିତ୍ୟ ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ଶଙ୍କର ପ୍ରସାଦ
Read More...

ହାପି ମୋମେଣ୍ଟସ ଇଣ୍ଡିଆର ଓଡିଶା ମହୋତ୍ସବ ସମ୍ପନ୍ନ

ଓଡ଼ିଶା ମହୋତ୍ସବରେ ଉତ୍କଳଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କୁଞ୍ଜବିହାରୀ, ମନୋରଞ୍ଜନ ଓ ଅଶୋକ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ରାଜ୍ୟସ୍ତରୀୟ ସମ୍ମିଳନୀ ଓଡିଶା ମହୋତ୍ସବ ୨୦୨୬ ସମ୍ବଲପୁରର ତପସ୍ଵିନୀ ଅଡିଟୋରିୟମ ଠାରେ
Read More...

ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଭଳି ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟରେ ଉତ୍ତମ ସରକାରୀ ଶିକ୍ଷା ଅତ୍ୟନ୍ତ ଜରୁରୀ ଥିବା ସତ୍ତ୍ୱେ ଗତ ସରକାର ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ଵ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିଥିଲେ ଏବଂ ବର୍ତ୍ତମାନ ରାଜ୍ୟ ଡବଲ ଇଂଜିନ ସରକାର ଅମଳରେ ମଧ୍ୟ ତାହା ଖୋଲିବା ତ
Read More...

ରାଜବୋଡ଼ାସମ୍ବର ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍‌ଯାପିତ : ସୁଶାସନ ଓ ଗ୍ରାମୀଣ ପରିବର୍ତ୍ତନ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପଞ୍ଚାୟତ ସମିତି ସ୍ତରୀୟ "ବିକାଶର ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି । "ପଞ୍ଚାୟତରେ ସୁଶାସନ,
Read More...

ଗାନ୍ଧୀ କଲେଜ ଗାର୍ଲ୍ସ ହଷ୍ଟେଲ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରେମିକ ବିଶ୍ୱଜିତ୍ ଜେନା ଗିରଫ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୨୦ ତାରିଖରେ ଗୋଳନ୍ଥରା ନିକଟ ଗାନ୍ଧୀ କଲେଜ ହଷ୍ଟେଲରେ ଜଣେ ବିସିଏ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯାହାକି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ପୁତ୍ର ବିଶ୍ୱଜିତ୍ ଜେନା ଓରଫ୍ ପପୁଙ୍କ ସହ ପ୍ରେମ
Read More...

ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ପକ୍ଷରୁ ଦ୍ୱାଦଶ ତମ ବିଶ୍ୱ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ପକ୍ଷରୁ ଦ୍ୱାଦଶ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି । ପ୍ରଖ୍ୟାତ ଯୋଗଗୁରୁ ସୁବାସ ଚନ୍ଦ୍ର ବରାଳଙ୍କ ତତ୍ତ୍ୱାବଧାନରେ ସକାଳ ୭ଟାରେ ବୈଦିକ
Read More...

ଶ୍ୟାମସୁନ୍ଦର ପାଠାଗାରର ପିତୃଦିବସ ଓ ଯୋଗଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଶ୍ୟାମସୁନ୍ଦର ପାଠାଗାର ଷ୍ଟେସନ ବଜାର ପକ୍ଷରୁ ଜୁନ ୨୧ ତାରିଖରେ ପିତୃ ଦିବସ ଓ ଯୋଗଦିବସ ପାଳନ ହୋଇଯାଇଛି । ସହକାରୀ ପବ୍ଲିକ ପ୍ରୋସେକ୍ୟୁଟର ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀଙ୍କର ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ
Read More...

ହିଆଲ କ୍ଲଷ୍ଟରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ଅବକାଶ ପରେ ଆଜି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ
Read More...

ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଦେହାନ୍ତ

ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିଲେଖବର ପ୍ରସାରଣ କରୁଥିବା ଲୋକ ଆଜି ନିଜେ ଖବରର ଶୀର୍ଷକ ପାଲଟିଗଲେଗାଁ ଜନ୍ମମାଟିରେ ସମ୍ପନ୍ନ ହେଲା ଶେଷକୃତ୍ୟ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ପ୍ରମେୟ ନ୍ୟୁଜ୍ ସେଭେନ କଣ୍ଟାବାଞ୍ଜି ଓ ଦୈନିକ ସମାଜ
Read More...

ବାରିପଦା ଷ୍ଟାଡିୟମରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଗୃହ ଓ ନଗର ଉନ୍ନୟନ
Read More...