Monthly Archives

January 2026

ବଲାଙ୍ଗିର ଶାନ୍ତିପଡ଼ାର ଯୁବକ ମୁଟୁ ନିଖୋଜ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ଜଣେ ଯୁବକ ନିଖୋଜ୍‌ ଥିବା ନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ନିଖୋଜ୍‌ ଯୁବକ ଜଣକ ହେଲେ ପ୍ରବୀଣ ମହାଲିଙ୍ଗ ଓରଫ୍‌ ମୁଟୁ (୫୨) । ପରିବାର ବର୍ଗଙ୍କ ସୂଚନା ଅନୁସାରେ ଗତ ସଂଧ୍ୟା ସମୟରୁ ମୁଟୁ ନିଖୋଜ୍‌ ହୋଇଯାଇଛନ୍ତି ।
Read More...

କାହା ପାଇଁ ଲୋକ ମହୋତ୍ସବ, ଅଧାରୁ ଅଧିକ ଚୌକି ଖାଲି

କଳାକାର ପ୍ରଶାସନ-ମୁହାଁମୁହିଁ ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହାଟପଦା ଠାରେ ଆଜି ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ
Read More...

ବିଶ୍ଵଯୁଦ୍ଧ ଅନାଥ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଜାନୁଆରୀ ୬ ରେ "ବିଶ୍ଵଯୁଦ୍ଧ ଅନାଥ ଦିବସ" ପାଳନ କରାଯାଏ । ଦୁନିଆର ଯେ କୌଣସି ସ୍ଥାନରେ ଯୁଦ୍ଧ ଅନେକ ଅସୁବିଧା ସୃଷ୍ଟି କରିଥାଏ । ଯୁଦ୍ଧ ଅନେକ ଲୋକଙ୍କ ଜୀବନ ଦାବି କରେ ଯେଉଁମାନେ ବିବାଦର କାରଣ ସହିତ ସିଧାସଳଖ ଜଡିତ ନଥାନ୍ତି,
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତିଖାଲି ଡେମ ପରିଦର୍ଶନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତୁରେକେଲା ତରଫରୁ ବ୍ଳକ ଅନ୍ତର୍ଗତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ବାହାରି
Read More...

ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ହୋଇଯାଇଛି । ଉଠା ଜଳସେଚନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଶାନ୍ତିପଡ଼ା କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇ ପାଣି
Read More...

ଜିଲ୍ଲାସ୍ତରୀୟ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଭାରତର ପ୍ରଥମ ନାର‍ୀ ଶିକ୍ଷୟିତ୍ରୀ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ଯାଦବ ଭବନ ଠାରେ ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସୂଚନା
Read More...

ଜାନୁୟାରୀ ୧୯ରୁ ସର୍ବଭାରତୀୟ ଲାଲମନି କ୍ରିକେଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଚଳିତ ମାସ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୩୭ତମ ସର୍ବଭାରତୀୟ ଲାଲମନି କ୍ରିକେଟ ପ୍ରତିଯୋଗିତା (ଲାଲମନି କ୍ରିକ ଫେଷ୍ଟ -୨୦୨୬) ହେବା ନେଇ ଜିଲ୍ଲା କ୍ରିକେଟ ସଙ୍ଘ
Read More...

ଜାନୁୟାରୀ ୭ରୁ ୧୧ ଧୁମଧାମରେ ଅନୁଷ୍ଠିତ ହେବ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଯେଉଁ ମହାନ୍‌ ପରାକାଷ୍ଠା ରହିଛି, ତାହାକୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣକୁ ପହଞ୍ଚାଇବାକୁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ରାମେଶ୍ବର ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ହ୍ୟୁମାନିଟି ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର
Read More...

ଆନ୍ତଃ ରାଜ୍ୟ କରାଟେ ଚମ୍ପିୟାନସିପ ୨୦୨୬ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ୍ୱିଦିବସୀୟ ଆନ୍ତଃ ରାଜ୍ୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କ୍ୟୁକୁସିଆନ କୁନବୁକାଇ ଓଡିଶାର ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଜଲଦା ସ୍ଥିତ ଅରିନ୍ଦମ ପାଲେସ ଠାରେ ଆୟୋଜିତ ଏହି ଚାମ୍ପିଅନସିପରେ ଓଡିଶା,
Read More...