Daily Archives

ମିନାବଜାରରେ ଅଘଟଣ : ରାମ ଦୋଳିରୁ ଖସି ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିନାବଜାରରେ ଅଘଟଣ, ଚାଲିଗଲା ଯୁବକଙ୍କ ଜୀବନ । ରାମ ଦୋଳିରୁ ଖସି ପଡ଼ି ଚାଲିଗଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଝାରମୁଣ୍ଡା ଗ୍ରାମରେ । କଂସ ଦରବାର ପାଇଁ ଗାଁରେ ବିରାଟ ସହକାରେ ମିନାବଜାରର ଆୟୋଜନ କରାଯାଇଥିଲା ।…
Read More...

ଓବିସି ମଞ୍ଚର ‘ଗାଆଁକୁ ଚାଲ’ ଅଭିଯାନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସବୋର୍ଚ୍ଚ ନ୍ୟାୟାଳୟରେ…
Read More...

ବୁଢାଦେଓ ମହୋତ୍ସବ ଉଦଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ…
Read More...

୩୮ତମ ଲୋକନାଟକ ମହୋତ୍ସବ ଆସନ୍ତା ୪ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ୩୮ତମ ଲୋକନାଟକ ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲଚରାଲ ଏକାଡେମୀ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ…
Read More...

ନୂଆବର୍ଷରେ ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଶିକ୍ଷାବିତ ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୂଆବର୍ଷରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବାଶ୍ରମ ଠାରେ ସାମାଜିକ କାର୍ଯ୍ୟକ୍ରମ କରି ନିଜର ସାମାଜିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ଏହି ଅବସରରେ ଜୀବନର…
Read More...

ନୂତନ ବର୍ଷରେ ଅନ୍ନଦାନ ସଂକଳ୍ପ : ବଲାଙ୍ଗିରରେ ୭୦୦ରୁ ଅଧିକ ଲୋକଙ୍କୁ ଭୋଜନ ପରିବେଶଣ କରି ମାନବତାର ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶସାରା ନୂତନବର୍ଷ ପାର୍ଟି ପିକନିକ ଓ ମନୋରଞ୍ଜନ ପାଳିତ ହେଉଥିବା ସମୟରେ ଓଡ଼ିଶାର ବଲାଙ୍ଗିରରେ ସେବା ସଂବେଦନା ଓ ସଂସ୍କାରର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ସମାଜସେବୀ ବଜରଙ୍ଗ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀ ଦେବୀଙ୍କ…
Read More...

ଜାନୁଆରୀ ୨, ୨୦୨୬ – ବିଶ୍ୱ ଇନଟ୍ରଭେର୍ଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାନୁୟାରୀ ୨, ପୂର୍ବ ବର୍ଷର ବିଦାୟ ଓ ନୂତନ ବର୍ଷର ଆଗମନ ଉତ୍ସବର ପରଦିନ ବିଶ୍ଵର ବହୁ ଇନଟ୍ରଭେର୍ଟ ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝିବା ପାଇଁ ଏକ ଅବସର ଭାବରେ "ବିଶ୍ଵ ଇନଟ୍ରଭେର୍ଟ ଦିବସ" ବା ବିଶ୍ଵ ଅନ୍ତର୍ମୁଖୀ ବ୍ୟକ୍ତି ଦିବସ" ପାଳନ କରାଯାଏ ।…
Read More...

ଉତ୍କର୍ଷ ଆଇଟିଆଇ ତାଲିକାରେ ବଲାଙ୍ଗିର ଆଇଟିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଉତ୍କର୍ଷ ଆଇଟିଆଇ ଭାବରେ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ସ୍ଥାନୀତ କରାଯାଇଛି । ଯେଉଁଥିରେ ବଲାଙ୍ଗିର ସରକାରୀ ଆଇଟିଆଇ ରହିଛି । ଏହି ଯୋଜନା ଅଧିନରେ ଆଇଟିଆଇ ଗୁଡ଼ିକରେ ଆଧୁନିକ ପରୀକ୍ଷାଗାର, ସ୍ମାର୍ଟ ଶ୍ରେଣୀଗୃହ ଏବଂ…
Read More...

୫୯ନ ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଚଣା ଲୁଟ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆବର୍ଷ ପୂର୍ବ ରାତିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଏହି ଜାତୀୟ ରାଜପଥ ଦେଇ ଯାଉଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ…
Read More...

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରାଙ୍ଗପୁରର ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟର ଆଭାସୀ ଜରିଆରେ…

ରାଇରଙ୍ଗପୁର/ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ କେନ୍ଦ୍ରର ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ କେନ୍ଦ୍ର…
Read More...