Yearly Archives

2025

ସମାଜର ଅବହେଳିତ ତଥା ଅସହାୟ ବୃଦ୍ଧବୃଦ୍ଧାଙ୍କ ସହ ବିଏସ୍‌ ଫିଟ୍‌ନେସ୍‌ର ନିଆରା ନବବର୍ଷ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଏସ୍‌ ଫିଟ୍‌ନେସ୍‌ର ସମସ୍ତ ସଭ୍ୟା ନବବର୍ଷ ଉପଲକ୍ଷେ ସ୍ଥାନୀୟ ସୁଦ୍‌ପଡା ସେଲଟର ହୋମ୍‌ରେ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ମିଶି କେକ୍‌ କାଟିବା ସହ ସମାନଙ୍କର ଆଶୀର୍ବାଦ ଗ୍ରହଣ କରି ନୂଆବର୍ଷ ପାଳନ କରିଥିଲେ । ବିଏସ୍‌ ଫିଟ୍‌ନେସ୍‌ର
Read More...

କୃଷି ଓଡିଶା – ୨୦୨୫ ଉଦ୍‌ଘାଟିତ

ଅଦିନିଆ ବର୍ଷା ଯୋଗୁ ୬,୬୬,୭୨୦ ଚାଷୀ SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ପାଇବେ ଏହା ସହିତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀ ଆବେଦନ କରିଛନ୍ତି, ସେମାନଙ୍କୁ ବୀମା ସହାୟତା ପ୍ରଦାନ ଆରମ୍ଭ ହୋଇସାରିଛି ।ଧାନ ସଂଗ୍ରହରେ ବର୍ତ୍ତମାନ
Read More...

ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି, ସ୍ୱାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ
Read More...

ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀ ପ୍ରାୟୋଜିତ ୩୭ତମ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର
Read More...

ବିଳାସପୂର୍ଣ୍ଣ ଜୀବନ ଯାପନ ହିଁ ରୋଗର ଅନ୍ୟତମ କାରଣ : ଗୁଞ୍ଜ ମାଝୀ

ବାଘ ସହିତ ଲଢ଼ି ଜୀବନ ବଞ୍ଚାଇଥିଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ମଣିଷ ଯେତେ ଚାକଚକ୍ୟରେ ଦୁନିଆରେ ରହିଲେ ତା'ର ବଞ୍ଚିବାର ବୟସ ଧିରେ ଧିରେ କମିଯାଏ । ହେଲେ ଜଣେ ବଣ ପାହାଡ଼ ପାଦଦେଶରେ ଥିବା ଲୋକେ ଅଧିକ ବର୍ଷ ବଞ୍ଚିବାର ଦୃଷ୍ଟି ଗୋଚର ହୁଏ । ତାର ଚାକଚକ୍ୟ
Read More...

ଶୈବପୀଠ ଦେବଦର୍ହାକୁ ବ୍ରିଜ ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଠାରୁ ୧୬ କିଲୋମିଟରରେ ଅବସ୍ଥିତ ଶୈବପୀଠ ଦେବଦର୍ହାକୁ ଲଖମରା ବ୍ରିଜ ଠାରୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ସକାଶେ ଆଜି ଶୁକ୍ରବାର ଅପରାହ୍ନ ୪ଟା ସମୟରେ ମାନ୍ୟବର ସାଂସଦ ବରଗଡ ପ୍ରଦୀପ କୁମାର ପୁରୋହିତଙ୍କୁ ପଦ୍ମପୁର ରାଜବୋଡାସମ୍ବର
Read More...

ସିରୋଳ ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ

ସିରୋଳ, (କେପିଏନ୍‌ଏସ୍‌) : ସିରୋଳ ହାଇସ୍କୁଲ ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ କରାଯାଇଛି ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜେ କୁମାର ରଣା ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ ପାଇଁ ବିଭିନ୍ନ ଉଦାହରଣ ଦେଇ ନାନା ପ୍ରକାର
Read More...

ଭବାନୀପାଟଣା ସହରରେ ମାଙ୍କଡ ଆତଙ୍କ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହରରେ ଦୁଇଦିନ ହେଲା ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଏକ ମାଙ୍କଡ଼ ପଲ ସହର ଭିତରକୁ ଚାଲି ଆସି ପ୍ରାୟ ୧୨ ଲୋକଙ୍କୁ ଆକ୍ରମଣ କରିଥିଲେ । ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର
Read More...

ଜାନୁୟାରୀ ୫ରେ ଚନ୍ଦନଭାଟିରେ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୫ ତାରିଖରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଠାରେ ୩ୟ ବେଣୁଧର ମେମୋରିଆଲ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ଟି ଫୁଟବଳ ଦଳ ଯୋଗଦେବେ । ଆଜି ଏନେଇ ଆୟୋଜକ ସୁକାନ୍ତ
Read More...

ଫଲସାମାଲ ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତର ଫଲସାମାଲ ଗ୍ରାମରେ ସମସ୍ତ ପ୍ରକାର ମଦ ବିକ୍ରିକୁ ବନ୍ଦ କରିବା ସହିତ ଗ୍ରାମକୁ ମଦମୁକ୍ତ କରିବା ଲକ୍ଷରେ ଉଭୟ ପୁରୁଷ ଓ ମହିଳା ଅଣ୍ଟା ଭିଡିଛନ୍ତି । ଏଥିପାଇଁ ଗତମାସ ୨୪ ତାରିଖରେ ଗ୍ରାମରେ ଏକ ସର୍ବଦଳୀୟ ବୈଠକ ବସି
Read More...