Monthly Archives

August 2025

ସ୍ୱାଧୀନତା ଦିବସରେ ଛାତ୍ରଛାତ୍ର ମଧ୍ୟରେ ଗଣ୍ଡଗୋଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ସମୟରେ ବିକାଶ ବିଦ୍ୟାଳୟର ଛାତ୍ର ଏବଂ ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ପ୍ୟାରେଡ଼ ଅଭ୍ୟାସ ସମୟରେ
Read More...

ତହଁକ୍ କୁଟୁମ୍‌ର ନିଆରା କାର୍ଯ୍ୟକ୍ରମ : “ଜଂଗଲ୍ ବଁଚାଲେ ମଂଗଲ୍ ହେବା”

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଆଜି ହେଉଛି ୭୯ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପୁରପଲ୍ଲୀରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତହଁକ୍ କୁଟୁମ୍ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତର ସାଲେପାଲି ଗ୍ରାମରେ "ଜଂଗଲ୍ ବଁଚାଲେ
Read More...

ଗୁଡିଘାଟ ଛକରେ ବିଧାୟକଙ୍କ ଦ୍ଵାରା ଅଶୋକ ସ୍ତମ୍ଭ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ବାବେଜୁରୀ ପାର୍କରେ ବୃକ୍ଷରୋପଣ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ଆଜି ୭୯ତମ ସ୍ଵାଧୀନତା ଦିବସରେ ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ସଦରମହକୁମାର କଣ୍ଟାବାଞ୍ଜି, ଟିକ୍ରାପଡା ଓ ମୁରିବାହାଲକୁ ସଂଯୋଗ କରୁଥିବା ଛକଠାରେ ନବନିର୍ମିତ ଅଶୋକ ସ୍ତମ୍ଭ
Read More...

ମୁରିବାହାଲ ବ୍ଲକରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

ଛାତ୍ର ପ୍ରୀତମ ବଘାର ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଭିନ୍ନକ୍ଷମ ସେଣ୍ଟରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ଅତି ସୁନ୍ଦର ଭାବରେ ପାଳନ କରାଯାଇଛି । ପ୍ରଥମେ ଦେଶିଲ ସ୍ଥିତ ଓଲ୍ଡ ଏଜ ହୋମ ଠାରେ କ୍ଲବ ସଭାପତି ସଞ୍ଜୟ ସୋନି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତା'ପରେ ଉପସ୍ଥିତ ସଦସ୍ୟମାନେ
Read More...

ମିଡ଼ିଆ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡ଼ିଆ କ୍ଲବ ପକ୍ଷରୁ ଆଜି ୭୯ତମ ସ୍ୱାଧୀନତା ଦିବସ ସେକ୍ଟର- ୨୧ ସ୍ଥିତ କ୍ଲବ ପରିସରରେ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ରାଉରକେଲା ସଂସ୍କରଣ ମୁଖ୍ୟ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
Read More...

ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ୭୯ତମ ସ୍ୱାଧିନତା ଦିବସ ପାଳନ

ରାଉରକେଲା ସ୍ୱାଧୀନତାହିଁ ସମାଜ ଓ ଦେଶର ପ୍ରଗତିରେ ସହାୟକ : ଅକ୍ରୁର ମାର୍ଥା ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ପତାଞ୍ଜଳି ଯୋଗ ପରିବାର ତରଫରୁ ରାଉରକେଲା ସେକ୍ଟର -୧୩ କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ର ପ୍ରାଙ୍ଗଣରେ ୭୯ତମ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ରାଜ୍ୟ
Read More...

ଡିଏସ୍‌ପି ଅଫିସରେ ସ୍ୱାଧୀନତା ଦିବସ ପାଳନ କଲେ ଦ ହୁମାନିଟି ଫାଉଣ୍ଡେସନର ସଦସ୍ୟ ବୃନ୍ଦ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୯ତମ ସ୍ଵାଧୀନତା ଦିବସ ପାଳନ କଲେ ଦ ହୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା । ଏହି ଅବସରରେ ଆମ ଦ ହୁମାନିଟି ଫାଉଣ୍ଡେସନ ପ୍ରଧାନପାଲି, ଟିସ୍କୋ ଡିଏସ୍‌ପି ଅଫିସ ସମ୍ମୁଖରେ ସକାଳ ୮.୧୫ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଉତ୍ସବରେ
Read More...

ବରଗଡ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବରଗଡ଼ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟୀ ସଭ୍ୟ ମନୋନୟନ କରାଯାଇଥିଲା । ଏଥିରେ ସୁରେନ୍ଦ୍ର ହୋତା ସଭାପତି, ବିରେନ୍ଦ୍ର ପ୍ରଧାନ ଉପ
Read More...

ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀଅରବିନ୍ଦ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷାକେନ୍ଦ୍ର ସଭାପତି ଗୋକୁଳାନନ୍ଦ ଦଣ୍ଡସନାଙ୍କ ସଭାପତିତ୍ୱରେ ୧୫୩ତମ ଶ୍ରୀଅରବିନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀମା ଶ୍ରୀଅରବିନ୍ଦଙ୍କ
Read More...