Monthly Archives

August 2025

ପଲ୍ଲୀ ଆଲୋକ ପାଠାଗାର ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ତରଫରୁ କାର୍ଯ୍ୟାଳୟ ପ୍ରାଙ୍ଗଣରେ ୭୯ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଗ୍ରାମର ସମସ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,
Read More...

ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା : ଏମ୍ସରେ ଆଖିବୁଜିଲେ ଚିକିତ୍ସାଧୀନ ଜ୍ୟୋତି

ବାଲିପାଟଣା : ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଚିକିତ୍ସାଧିନ ଯୁବକ ଜ୍ୟୋତି କୁମାର ମାଠିଆଙ୍କର ମୃତ୍ୟୁ ହୋଇଛି । ଶନିବାର ଭୋର ୪ଟାରେ ଜ୍ୟୋତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ଶୁକ୍ରବାର ଜ୍ୟୋତି ଘରେ
Read More...

ନାବାଳକଙ୍କ ମୃତଦେହ ଠାବ : ଭୋଜି ବେଳେ ଦୟା ନଦୀରେ ଭାସିଯାଇଥିଲେ ଶୁଭମ

ଭୁବନେଶ୍ୱର : ଦୟୀ ନଦୀରେ ନାବାଳିକା ଭାସି ଯାଇ ନିଖୋଜ ଘଟଣା । କିଛି ଘଟଣାର ଅକ୍ଲାନ୍ତ ପରିଶ୍ରମ ପରେ ଠାବ ହେଲା ନିଖୋଜ ଛାତ୍ରଙ୍କ ମୃତଦେହ । ଶୁଭମ୍‌ଙ୍କ ମୃତଦେହକୁ ଠାବ କଲା ଅଗ୍ନିଶମ ବାହିନୀ । ଗଙ୍ଗେଶ୍ୱର ନିକଟରୁ ଉଦ୍ଧାର ହୋଇଛି ଶୁଭମଙ୍କ ମୃତଦେହ । ଧଉଳି ଥାନା ପୋଲିସ ପହଞ୍ଚି
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୭୯ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ୍ ପରିସରରେ ୭୯ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ
Read More...

ମୁରିବାହାଲରେ ମହାନ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ମୁରିବାହାଲ ଠାରେ ଦେଶପ୍ରେମ ଜୀବନ୍ତ ହୋଇ ଉଠିଥିଲା ଯେତେବେଳେ ଅଞ୍ଚଳବାସୀ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସ୍ଥାନୀୟ ସମ୍ପ୍ରଦାୟ କେନ୍ଦ୍ରରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଦେଖିବାକୁ ମିଳିଥିଲା । ଏହି
Read More...

ଗାୟତ୍ରୀ ଶକ୍ତିପୀଠ ତୁଷୁରାଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତିପୀଠ ତୁଷୁରା ଠାରେ ୭୯ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ନଥୁରାମ କେଡିଆ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ ।
Read More...

ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ ନେସ୍‌ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ସବୁ ସମୟରେ ଗର୍ବ ସାଜିଥିବା ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ ନେସ୍‌ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ସତ୍ୟନାରାୟଣ ଦର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା
Read More...

ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟଳୟ ଠାରେ ୭୯ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟଠାରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସମୀକ୍ଷା ଅଧିକ୍ଷକ, ସମିକ୍ଷକ
Read More...

ତୁଷୁରା ଗ୍ରୀଡ଼ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ତୁଷରା, (କେପିଏନ୍‌ଏସ୍‌) : ତୁଷୁରା ଗ୍ରୀଡ଼ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସେକ୍ସନ ଅଫିସର ଶୁଭେନ୍ଦୁ ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ସେକ୍ସନର ବରିଷ୍ଠ ଲାଇନମ୍ୟାନ ଲଳିତ କୁମାର ଦାସ ଓ ରାହୁଲ ନାୟକ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ବିଷୟରେ ଉଦବୋଧନ
Read More...

ବଲାଙ୍ଗିର ସିଭିଲ କୋର୍ଟ ପରିସର ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗିର ସିଭିଲ କୋର୍ଟ ପରିସର ମଧ୍ୟରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଏବଂ ସମ୍ପାଦକ ସଞ୍ଜୟ କୁମାର ବଗର୍ତ୍ତୀ ଏବଂ ଅନେକ ଓକିଲ ସଭ୍ୟବୃନ୍ଦ ତଥା ସମସ୍ତ ନ୍ୟାୟାଧୀସଙ୍କ ଉପସ୍ଥିତିରେ ଜିଲ୍ଲା ଓ ଦୌରା ଜଜ
Read More...