Monthly Archives

August 2025

ପ୍ରଗତି ଉତ୍କଳ ସଂଘରେ ଦେବେନ୍ଦ୍ର ଦାଶ ସ୍ମାରକୀ ବକ୍ତୃତା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଜ୍ଞା ପୁରୁଷ ଦେବେନ୍ଦ୍ର କୁମାର ଦାଶ ଥିଲେ ବହୁପ୍ରସ୍ତୀୟ ବୁଦ୍ଧିଜୀବୀ । ସାହିତ୍ୟର ବିବିଧ ଦିଗ ସହିତ ନନ୍ଦନ ତତ୍ୱ, ଇତିହାସ ଚର୍ଚ୍ଚା ଓ ସଂସ୍କୃତି ଚର୍ଚ୍ଚାରେ ତାଙ୍କର ବିଦ ବତ୍ତା ଉଲ୍ଲେଖନୀୟ । ଜଣେ ଯୁକ୍ତିବାଦୀ, ହେତୁବାଦୀ ରୂପେ ପରିଚିତ…
Read More...

ନକଲି ଜମି ମାଲିକ ସହ ଦୁଇ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦଫାଶ କରିଛି । ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି…
Read More...

ଗୋଇମୁଣ୍ଡରେ ୪୯ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୯ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ…
Read More...

କୁଟାସିଂହାରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଧର୍ମୋ ରକ୍ଷତି ରକ୍ଷତଃ - ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାକୁ ରକ୍ଷା କରେ ବୋଲି ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ କହିଛନ୍ତି । ଆଗଲପୁର ବ୍ଲକ କୁଟାସିଂହାଠାରେ ଅନୁଷ୍ଠିତ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ…
Read More...

ଯାତ୍ରୀଙ୍କ ପାଇଁ ଖୁସି ଖବର : ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, (ପିଆଇବି) : ଆସନ୍ତା ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ପରିଚାଳନା କରିବା ଏବଂ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି । …
Read More...

ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମ ପ୍ରଧାନମନ୍ତ୍ରୀ ରାବୁକା,ଉଭୟ ଦେଶର ପ୍ରତିନିଧିଗଣ,ସାମ୍ବାଦିକ ବନ୍ଧୁମାନେ,ନମସ୍କାରବୁଲା ବିନାକାମୁଁ ପ୍ରଧାନମନ୍ତ୍ରୀ ରାବୁକା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରୁଛି । ୩୩ ବର୍ଷ ପରେ ୨୦୧୪ ମସିହାରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଫିଜି ମାଟିରେ ପାଦ ଦେଇଥିଲେ ।…
Read More...

ଅଗଷ୍ଟ ୨୯ରେ ରାଉରକେଲାରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’

ଓଲିଉଡ ତାରକାଙ୍କ କଣ୍ଠର ଯାଦୁରେ ଝୁମିବେ ରାଉରକେଲାବାସୀ ସ୍ଥାନୀୟ କଳାକାରଙ୍କ ପାଇଁ ପ୍ଲାଟଫର୍ମ ପାଲଟିବ 'ପଥ ଉତ୍ସବ' ରାଉରକେଲା, (ସସ୍ମିତା ପ୍ରଧାନ) : ୨୫ ଅଗଷ୍ଟ ୨୦୨୫ ଦୀର୍ଘ ଦୁଇ ବର୍ଷ ପରେ ପୁଣି ରାଉରକେଲା ସହରରେ ଆୟୋଜନ ହେବାକୁ ଯାଉଛି ପଥ ଉତ୍ସବ । ରାଉରକେଲା ବାସୀଙ୍କୁ…
Read More...

ଗୋଇମୁଣ୍ଡରେ ୪୯ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ଧାଉଡ଼ିଆ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୂର୍ଗାମଣ୍ଡପ ପ୍ରାଙ୍ଗଣରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ୪୯ତମ ସାର୍ବଜନୀନ ଦୂର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇ ସଭା ସଂଯୋଜନା…
Read More...

ଉତ୍ତମ ବ୍ୟକ୍ତିତ୍ୱ ପାଇଁ ଉପଯୁକ୍ତ ଶୈଶବ ଜରୁରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ଆଜି ସ୍ଥାନୀୟ ଜେଆଇଟିଏମ୍‌ କଲେଜରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା ନିମିତ୍ତ ବିଭିନ୍ନ ବିଧି ବ୍ୟବସ୍ଥା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା…
Read More...

ବ୍ରହ୍ମକୁମାରୀ ବଲାଙ୍ଗିର ପକ୍ଷରୁ ରକ୍ତଦାନ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ ବ୍ରହ୍ମା କୁମାରୀଜ୍‌ ମୁଖ୍ୟାଳୟ ବିଶ୍ୱ କଲ୍ୟାଣ ଭବନଠାରେ ଦିବଂଗତ ଦାଦୀ ପ୍ରକାଶ ମଣିଜୀଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମା କୁମାରୀ ଭାଇଭଉଣୀ ତଥା ତାଙ୍କର…
Read More...