Daily Archives

ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ ଉଦ୍‌ଯାପିତ

ମନଷ୍ଟାର ଚମ୍ପିୟାନ ଓ ଡେଞ୍ଜର ଇଲେଭନ ରନର୍ସଅପ ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁରର ଜେ ଏ ସ୍ପୋର୍ଟସ କ୍ଲବ୍ ତରଫରୁ ରାଉରକେଲା ଚମ୍ପିୟାନସିପ କପ୍ ୨୦୨୫ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ହମିରପୁର ଫୁଟବଲ ପଡ଼ିଆ ଠାରେ ଅନୁଷ୍ଠିତ ଏହି କ୍ରିକେଟ୍ ପ୍ରତିଯୋଗିତା…
Read More...

ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଟ୍ରଷ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମାତାଞ୍ଜଳୀ ସାମାଜିକ ଆଧ୍ୟାତ୍ମିକ ଅନୁଷ୍ଠାନ ହେଉଛି ରାଉରକେଲାର ଏକ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ । ସହରର ଜଣେ ପ୍ରତିଷ୍ଠିତ ମହିୟସୀ ମହିଳା ସ୍ୱର୍ଗତା କୁମାରୀ ମାତଞ୍ଜଳୀ ଦେବୀଙ୍କ ସ୍ମୃତିରେ ଗଢି ଉଠିଥିବା ଏହି ଅନୁଷ୍ଠାନ ବିଭିନ୍ନ ସାମାଜିକ, ଧାର୍ମିକ ଓ…
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଦିବସରେ ଯୋଗ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ପଞ୍ଚାୟତି ରାଜ ଦିବସରେ ଯୋଗ ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଅଡିଟୋରିୟମ ଠାରେ ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ…
Read More...

ଭଦ୍ରକ ମେଡିକାଲରେ ଅଘଟଣ

ଭଦ୍ରକ : ଭଦ୍ରକ ମେଡିକାଲରେ ଅଘଟଣ । ଲିଫ୍ଟରେ ଫସି ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ନାମ ମୀନତି ପରିଡ଼ା ବୋଲି ଜଣାପଡିଛି । ଏହି ଘଟଣା ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନରସିଂହପୁର ମୀନତି ପରିଡ଼ା…
Read More...

କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ : ଢେଙ୍କାନାଳରେ ଏନକାଉଣ୍ଟର୍‌ । କୁଖ୍ୟାତ ଅପରାଧୀ ହୁଣ୍ଡ ଓରଫ ଦେବାଶିଷ ବେହେରାକୁ ସଦର ଥାନା ମଙ୍ଗଳପୁର ଠାରେ ଏନକାଉଣ୍ଟର କରିଛି ପୋଲିସ । ହୁଣ୍ଡର ଗୋଡ଼ରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ହୁଣ୍ଡକୁ ଉଦ୍ଧାର କରି କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନା…
Read More...

ଛେଳିଆମାଲ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପ୍ରକାର ଲୋକନୃତ୍ୟ ସମାବେଶ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ଛେଳିଆମାଲ ଲିଙ୍ଗରାଜ ମନ୍ଦିର ପରିସରରେ ଉତ୍କଳ ଯୁବ ପରିଷଦ ଓ ସାମାଜିକ ଅନୁଷ୍ଠାନ ଶିଶୁପଲ ଗଡ ଭୁବନେଶ୍ୱର ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସଙ୍ଗୀତ ଓ ନୃତ୍ୟର ପୂନରୁଦ୍ଧାର…
Read More...

ମଦନପୁର ଠାରେ ଚାଲିଥିବା ନିଷ୍ଠା ତାଲିମ ଉଦ୍‌ଯାପିତ

ମ.ରାମପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ମ.ରାମପୁର ଶିକ୍ଷା ଅଧିକାରୀଙ୍କ ତତ୍ତାବଧାନରେ ୧୫/୦୪ ରୁ ଚାଲିଥିବା ନିଷ୍ଠା ତାଲିମ ଆଜି ସୋମବାର ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନ ତାଲିମରେ ଅତିଥି ଭାବେ…
Read More...

ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଭାଲୁମୁଣ୍ଡାର ୨୦୦୦ ମସିହା ମାଟ୍ରିକ ବ୍ୟାଚର ୨୫ ବର୍ଷ ପୂର୍ତ୍ତି ଅବସରରେ ରୋପ୍ୟ ଜୟନ୍ତୀ ସମାରୋହ ଉପଲକ୍ଷେ ବନ୍ଧୁ…
Read More...

ପୋଲସରା କଲେଜ ପାଇଁ ଗୌରବ ଆଣିଲେ ତିନି ଛାତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ସ୍ନାତକ ଡିଗ୍ରୀ (ଯୁକ୍ତ ତିନି) ଶେଷ ବର୍ଷ ପରୀକ୍ଷା -୨୦୨୫ ପ୍ରକାଶ ପାଇଛି । ଶିକ୍ଷା ବିଭାଗର ୧୦ ମେରିଟ ଲିଷ୍ଟ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଶିକ୍ଷା ବିଭାଗର ଛାତ୍ରୀ ସାଧନା ପାଣି…
Read More...

ଉତ୍ସବ ମୁଖର ହୋଇଉଠିଛି : ଐତିହାସିକ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୈଚିତ୍ରମୟ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ଖୁବ୍ ଉତ୍ସବମୁଖର ହୋଇଉଠିଛି । ଐତିହାସିକ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ପରିଲକ୍ଷିତ ହୋଇଛି । ଶାଶୁ ଘରୁ ବାପା…
Read More...