Monthly Archives

March 2025

କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର : ଆଜି ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କାଳବୈଶାଖୀ ପ୍ରଭାବ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକରେ ଭାରୀ ବର୍ଷା ହେବ । ଆଉ ୧୨ ଜିଲ୍ଲାରେ ବର୍ଷା ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି…
Read More...

ଦେଶର ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ସଫଳତାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି, ଯାହା ଶକ୍ତି ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପ୍ରତି ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ଦର୍ଶାଉଛି । ଶ୍ରୀ ମୋଦୀ…
Read More...

ଦେଓଗାଁ ଚିନିକଳ ସଂଘର୍ଷ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ଉଦ୍ୟାନ ଠାରେ ଦେଓଗାଁ ଚିନିକଳ ପୁନରୁଦ୍ଧାର ସଂପର୍କରେ ତୀବ୍ର ଆଲୋଚନା ଚକ୍ର ହୋଇଯାଇଛି । ଏହି ବିଷୟରେ ଅନେକ ବୁଦ୍ଧିଜୀବୀ ନିଜର ମତାମତ ରଖିଥିଲେ । ଦେଓଗାଁ ଚିନିକଳର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବାବଦରେ ଏକ କମିଟି ଗଠନ କରାଯାଇଛି…
Read More...

ଗୁଡିଘାଟ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିମାନଙ୍କରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଶୁକ୍ରବାରଠାରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଛନ୍ତି। । ସେମାନେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏଭଳି କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ । ଦୀର୍ଘ…
Read More...

ଦେଢ଼ବର୍ଷର ଶିଶୁ ନିଖୋଜ ଘଟଣା : ୧୧ ଦିନ ପରେ ଶିଶୁର ଗଳିତ ଶବକୁ ଠାବ କଲା ପୁଲିସ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଦେଢ଼ବର୍ଷର ଶିଶୁ ନିଖୋଜ ଘଟଣା । ୧୧ ଦିନ ପରେ ଠାବ ହେଲା ଶିଶୁର ଗଳିତ ଶବ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅର ୧୧ ଦିନ ପରେ ଗଳିତ ଶବକୁ ଠାବ କଲା ପୋଲିସ ।…
Read More...

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତି ବୈଠକ : ପାଣି ସମସ୍ୟା ନେଇ ଗର୍ଜିଲେ ଲୋକ ପ୍ରତିନିଧି

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଗ୍ରୀଷ୍ମ ପ୍ରବାହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ…
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନଙ୍କର ସ୍ୱାଗତ ଓ ଗ୍ରାଜୁଏସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜ୍ଞାନଜ୍ୟୋତି ଚାରିଟେବଲ ଟ୍ରଷ୍ଟର ଚେୟାରପର୍ସନ ଡକ୍ଟର ମିନାକ୍ଷୀ ଷଡ଼ଙ୍ଗୀ ଯୋଗଦେଇଥିଲେ ।…
Read More...

ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାଇକମାଳ, (କେପିଏନ୍‌ଏସ୍‌) : ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟ ଓ ପୁନର୍ବାସ ପାଇଁ ବ୍ଲକ ସ୍ତରିୟ କାର୍ଯ୍ୟକ୍ରମ ପଲ୍ଲି ଆଲୋକ ପାଠାଗାର ବଲାଙ୍ଗିର ଆନୁକୁଲ୍ୟରେ ଗୁରୁବାର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପାଇକମାଳ ଗୋଷ୍ଠୀ ଉନ୍ନୟନ…
Read More...

ତହଁକ୍ କୁଟୁମ୍‌ର ବିଶ୍ୱ କବିତା ଦିବସ ପାଳନ

ସାମାଜିକ ଦୃଷ୍ଟିପାତ ହିଁ ଆଜିର କବିତାର ଆବଶ୍ୟକତା ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ କବିତା ଶାଲ୍‌ଠାରେ ତହଁକ୍ କୁଟୁମ୍ ପକ୍ଷରୁ ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋସଲି କବିତା ଆସରରେ…
Read More...

ବୁର୍ଡା ପେକ୍ସର ବାର୍ଷିକ ସାଧାରଣ ସଭା

ଲୋଇସିଂହା, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ସମବାୟ ବର୍ଷ ଅବସରରେ ଲୋଇସିଂହା ବ୍ଲକ ବୁର୍ଡ଼ା ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସିଆଲବାହାଲି ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ପେକ୍ସ ପରିଚାଳନା ପରିଷଦ ସଭାପତି ବାଲଗୋପାଳ ସାହୁଙ୍କ ଅଧ୍ୟକ୍ଷତାରେ…
Read More...