Daily Archives

ସାମାନ୍ୟ କଥା କଟାକଟିରୁ ଛୁରାମାଡ଼

ବିନିକା : ଛୁରାମାଡ଼ରେ ଯୁବକ ଗୁରୁତର ହୋଇଛନ୍ତି । ସାମାନ୍ୟ କଥା କଟାକଟିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଶୁଖା ଗ୍ରାମରେ ଯୁଗଳ ତଣ୍ଡକାରଙ୍କୁ ଛୁରାମାଡ଼ କରାଯାଇଛି । ଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁଗଳ ତଣ୍ଡକାରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ…
Read More...

ସରକାରୀ ନିର୍ଦ୍ଦେଶାବଳୀକୁ ଅମାନ୍ୟ କରୁଛି ବେସରକାରୀ ସ୍କୁଲ

ଦିନ ୧୨ ଟା ପର୍ଯ୍ୟନ୍ତ ଚାଲୁଛି ପାଠ ପଢା କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଛାତ୍ର ସୁରକ୍ଷା ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଅବମାନନା କରି, କଣ୍ଟାବାଞ୍ଜିର ଏକ ବେସରକାରୀ ସ୍କୁଲ ଚଳିତ ଗ୍ରୀଷ୍ମ ପ୍ରବାହ ସମୟରେ ସ୍କୁଲ ସମୟ ଉପରେ ସରକାରୀ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି ।…
Read More...

ଖତ ଖାଉଛି ଲକ୍ଷ୍ୟ ଲକ୍ଷ୍ୟର ପ୍ରକଳ୍ପ

ବ୍ୟବସ୍ଥା ସରିଛି ମିଳୁନି ପାଣି କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସରକାର ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । କୋଟି କୋଟି ଅର୍ଥରାଶି ବ୍ୟୟବରାଦ କରି ଲୋକଙ୍କ ମନରେ ହସ ଫୁଟାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ହେଲେ…
Read More...

ବଲାଙ୍ଗିର ଗୋଶାଳାରେ ଗୋବରରୁ ତିଆରି ହେଉଛି ଉତ୍କୃଷ୍ଟ କାଠ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ଗୋଶାଳା ଠାରେ ମେସିନ ସାହାଯ୍ୟରେ ଗୋବରରୁ ଜାଳେଣି କାଠ ତିଆରି ହେଉଛି । ଗୋ-କାଷ୍ଠ ମେସିନ ଓ ପରିବେଶର ସଂରକ୍ଷଣ ଉପରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷା ବବିତା ଅଗ୍ରୱାଲ ଓ ବରିଷ୍ଠ ସଦସ୍ୟା ମୀରା କେଜରିୱାଲ, ସରଳା…
Read More...

ପୁଣି ଖାକିରେ ଲାଗିଲା କଳଙ୍କ

ବୌଦ୍ଧ, (କେପିଏନ୍‌ଏସ୍‌) : ପୁଣି ଖାକିରେ ଲାଗିଲା କଳଙ୍କ । ପୋଲିସକୁ ବାନ୍ଧିଲା ପୋଲିସ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଦେଖିବାକୁ ମିଳିଛି ଏପରି ଘଟଣା । ବ୍ୟାରେକରେ ଗଂଜେଇ ରଖିଥଲେ ଆଇଆର୍‌ବି ଯବାନ । ଗଂଜେଇ ଚାଲାଣରେ ଗିରଫ ଯବାନମାନେ ମନମୁଣ୍ଡା ଥାନାରେ ହିଁ କାର୍ୟ୍ୟରତ ଥିଲେ ।…
Read More...

ଫୁଟବଲ୍ ଖେଳିବା ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଆଜି ସକାଳ ୬.୩୦ ସମୟରେ କଣ୍ଟାବାଞ୍ଜି ରେଲୱେ ଫୁଟବଲ୍ ଖେଳ ପଡ଼ିଆରେ ବନ୍ଧୁମାନଙ୍କ ସହିତ ଫୁଟବଲ୍ ଖେଳୁଥିବା ସମୟରେ ହଠାତ୍ ପଡ଼ିଯିବାରୁ ମୋହିତ କୱାଡ ନାମକ ଜଣେ ୩୦ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ଡାକ୍ତରୀ…
Read More...

ଦୁର୍ନୀତି ବିରୁଦ୍ଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡା ଆକ୍ସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚାଷୀ କେମିତି ଭଲ ଚାଷ କରି ପାରିବେ । ଭଲରେ ଚାଷ କରି କେମିତି ଭଲ ଭାବରେ ଦୁଇ ପଇସା ରୋଜଗାର କରି ନିଜ ପରିବାର ପରିପୋଷଣ କରି ପାରିବେ ଏନେଇ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ଦୁର୍ନୀତିଖୋର…
Read More...

ଗରିବ ଓ ବିପିଏଲ ପରିବାରକୁ ରାସନ କାର୍ଡ ଦିଅ ରାଜ୍ୟସଭାରେ ସାଂସଦ ନିରଞ୍ଜନଙ୍କ ଦାବୀ

ଭୁବନେଶ୍ୱର : ସଂସଦର ଚଳିତ ବଜେଟ ଅଧିବେଶନ ପ୍ରଶ୍ନ କାଳରେ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । ଶ୍ରୀ ବିଶି…
Read More...

ଖୁବଶୀଘ୍ର ଏମ୍ସରେ ହେବ ସ୍ୱଦେଶୀ ଏମଆରଆଇ ମେସିନ୍ ଇନଷ୍ଟଲ

ନୂଆଦିଲ୍ଲୀ : ଏବେ ଶସ୍ତା ହେବ ଚିକିତ୍ସା । ପ୍ରଥମ ସ୍ୱଦେଶୀ ଏମଆରଆଇ ମେସିନ୍ ବିକଶିତ କରିଛି ଭାରତ । ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦିଲ୍ଲୀ ଏମ୍ସରେ ଏହାକୁ ଇନଷ୍ଟଲ କରାଯିବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏମଆରଆଇ ସ୍କାନିଂ ଖର୍ଚ୍ଚ ହ୍ରାସ କରିବା ସହ ବାହାରୁ ମେସିନ୍ ଆଣିବା ଉପରେ କମ୍…
Read More...

ବିଧାନସଭାରେ ହାଇଡ୍ରାମା : ପୋଲିସ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର : ଗୋଟିଏ ପଟେ ତାତି ବଢୁଛି, ଆଉ ଗୋଟିଏ ପଟେ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ରହିଛି । ବିଧାନସଭା ବଜେଟ୍‌ର ୨ୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହେଲା ଦିନଠାରୁ ଚାଲିଛି ହାଇଡ୍ରାମା । କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ…
Read More...