ଗୁଲାମୁଲା ବୁହି ନେଲେ ଚୋର୍ ୧୪ ବସ୍ତା ଚଉଲ୍
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଇସ୍କୁଲରେ ଛୁଆମାନେ ଖାଏବେ ବଲି ସରକାର ଜୁଗେଇ ଦେଉଛନ୍ ଚାଉଲ୍ । ପଢି ଆଏଲା ଛୁଆମାନେ ବଡା ଗହଗହ ଥି ବେଲା କେ ଖାଉଛନ୍ ମିଲ୍ । ହେଲେ ଏନ୍ତା ଗୁଟେ ଘଟନା ଘଟିଛେ ବଲାଙ୍ଗିର ସଦର ବ୍ଲକ ରିନବଚନ ଗାଁର ଏମ୍ଇ ସ୍କୁଲ୍ ଥି । ରଏବାର୍ ଛୁଟି ଦିନ୍ ଥିଲା ସମାର୍!-->…
Read More...
Read More...