Monthly Archives

August 2024

ମାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ ସହ ୨୨ଗଣ୍ଡି କେନ୍ଦୁ କାଠ ଜବତ

ପୁଲିସ୍ ବିଭାଗ ଧରିଲା ଜଙ୍ଗଲ ବିଭାଗକୁ ହସ୍ତାନ୍ତରଚୋରା ଚାଲାଣକାରୀ ଓ ଡ୍ରାଇଭର୍‌ ଫେରାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରା ଚାଲାଣ କମିବାର ନାଁ ନେଉନାହିଁ । ପୁର୍ବରୁ ଦୁଇ ଦିନରେ ଦୁଇଟି ସ୍ଥାନରୁ କାଠ ଚୋରା
Read More...

ଫିଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ଭାରତ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାରଫିଜି ସଂସଦକୁ ସମ୍ବୋଧିତ କରିବା ସହିତ ଜଳବାୟୁ ନ୍ୟାୟ ପାଇଁ ଭାରତ ଫିଜି ଏବଂ ଅନ୍ୟାନ୍ୟ ସାମୁଦ୍ରିକ ରାଷ୍ଟ୍ର ସହ ଠିଆ ହେବ ବୋଲି କହିଛନ୍ତି ରାଷ୍ଟ୍ରପତିଫିଜିରେ ଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେଆମେ ସାରା
Read More...

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପ୍ରଥମରୁ
Read More...

ମୁରିବାହାଲ ରେଳ ଫାଟକ ରାସ୍ତାରେ ବିରାଟ ଗାତ : ଯାତାୟତରେ ଅସୁବିଧା, ରେଳ ବିଭାଗର ଦୃଷ୍ଟି ପଡୁ ନି କି..?

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ରେଳ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଓ ଆଇକ୍ୟୁଏସି ସେଲ୍‌ର ମିଳିତ ଆନୁକୂଲ୍ୟରେ ‘ବିଶ୍ୱ ବାଣିଜ୍ୟ ଦିବସ’ ସୋମବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ
Read More...

ମଥୁରା ଗ୍ରାମରେ ଆଲମିରା ତାଲା ଭାଙ୍ଗି ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘର କବାଟ ଭାଙ୍ଗି ଆଲମିରା ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ
Read More...

ଇନ୍ଦ୍ରାବତୀ ହାତୀ ବ୍ୟାରେଜରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଠାରେ ହାତୀନଦୀ ଉପରେ ଇନ୍ଦ୍ରାବତୀ ଜଳସେଚନ ପାଇଁ ନିର୍ମିତ ହାତୀ ବ୍ୟାରେଜରୁ ସନ୍ଧ୍ୟା ୬ଟାରେ ପ୍ରଥମ ବନ୍ୟା ଜଳ ନଦୀଗର୍ଭକୁ ଛଡ଼ାଯାଇ ଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ହାତୀ ବ୍ୟାରେଜର ଜଳପତ୍ତନ
Read More...

କିଶୋର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ରାଜ୍ୟ ଉପସଭାପତି ଭାବରେ ନିର୍ବାଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ରାଜ୍ୟ ବଡି ବିଲଡିଂ ସଂଘର ଉପ-ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ସଂଘର ବାର୍ଷିକ ସାଧାରଣ ବୈଠକରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀ ମିଶ୍ର ଅନ୍ୟ
Read More...

ମୁରିବାହାଲ ବ୍ଳକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ହାଇସ୍କୁଲରେ ମଙ୍ଗଳବାର ବ୍ଲକସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୯ଟି
Read More...

ସ୍କୁଲରୁ ଫେରିବା ସମୟରେ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ୧ ଆହତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବେଲପଡ଼ା ଥାନା ଅନ୍ତର୍ଗତ ମୁଣ୍ଡୋଦର୍ହ ଛକ ନିକଟରେ ଏକ ଗାଡ଼ିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ଜଣେ ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବାରୁ ପ୍ରଥମେ ପାଟଣାଗଡ
Read More...