କଣ୍ଟାବାଞ୍ଜିରେ ନିଶୁଳ୍କ କ୍ୟାନ୍ସର ରୋଗ ଚିହ୍ନଟ ଶିବିର ଆୟୋଜିତ
କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ନିଶୁଳ୍କ କ୍ୟାନ୍ସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା । ସ୍ଵର୍ଗତ ଟେକଚନ୍ଦ ଜୈନଙ୍କ ସ୍ମୃତିରେ ମାରୱାଡି ଯୁବା ମଞ୍ଚ କଣ୍ଟାବାଞ୍ଜି ବିକାଶ ଶାଖା ପକ୍ଷରୁ ସ୍ଥାନୀୟ ହରିଭବନରେ ଠାରେ ଆୟୋଜିତ ସଭାରେ ମୁଖ୍ୟ!-->…
Read More...
Read More...