Monthly Archives

August 2024

ନୀଳକଣ୍ଠେଶ୍ୱର ମନ୍ଦିରରେ କୁନି କୁନି ଭକ୍ତଙ୍କ ପ୍ରବଳ ଭିଡ

କୋରାପୁଟ, (ବିକ୍ରାନ୍ତ କୁମାର ବେବୋର୍ତ୍ତା) : ଦକ୍ଷିଣ ଓଡିଶାର ପ୍ରସିନ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ପୀଠ ସହ ଅଂଚଳର କିଛି ଶୈବପୀଠ ଠାରେ ଶ୍ରାବଣ ତୃତୀୟ ପାଳି ସୋମବାର ଅବସରରେ ପ୍ରବଳ ଗହଳି ଲାଗି ରହିଥିବା ବେଳେ ବୈପାରିଗୁଡା ଠାରେ ମଧ୍ୟ ଛୋଟ ଛୋଟ ଶିଶୁ ଓ ପୁଅଝିଅ ମାନେ କାନ୍ଧରେ ପାଣି
Read More...

ବସ୍‌ ଧକ୍କାରେ ଯୁବକ ମୃତ

ମାଲକାନଗିରି : କୋରିୟର କାମ ସାରି ଘରକୁ ଫେରୁଥିବା ବେଳେ ବସ୍‌ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ମାଥିଲି ବ୍ଲକର ସାରଙ୍ଗପାଲି ଗ୍ରାମର ଶିବ ବାରିକ ନାମକ ଯୁବକ ଏକ ଘରୋଇ କୋରିୟର୍‌ରେ କାମ କରୁଥିଲେ । କାଲି ମାଲକାନଗିରି ଆସି ନିଜର କାମ ସାରି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ
Read More...

ସଦାଇପାଲି ଓଁକାରେଶ୍ୱର ମହାଦେବ ମନ୍ଦିରରେ ଜଳାଭିଷେକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ଓ ଆଖପାଖ ଗ୍ରାମର ଦୁଇଶତ ଶ୍ରଦ୍ଧାଳୁ ଗତ ଏପ୍ରିଲ ମାସରେ ପ୍ରୟାଗରାଜ, ଚିତ୍ରକୁଟ ଓ ବାରାଣାସୀ ଆଦି ତୀର୍ଥ କ୍ଷେତ୍ରକୁ ଯାଇ ତ୍ରିବେଣୀ ସଂଗମରୁ ସମସ୍ତେ ପବିତ୍ର ଗଙ୍ଗା ଜଳ ଆଣି ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ମନସ୍ତ କରିଥିଲେ ।
Read More...

ଜିଲ୍ଲାସ୍ତରୀୟ ହାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ବିଜ୍ଞାନ କେନ୍ଦ୍ର ଟୁକୁର୍ଲା, ବରଗଡ଼ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଭିତ୍ତିକ ହାକାଥନ୍ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଉଦ୍‌ଘାଟନୀ ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ
Read More...

ଟ୍ରାଫିକ ସମସ୍ୟା ଘେରରେ ପାଇକମାଲ : ପୋଲିସ ନିଷ୍କ୍ରିୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରାବଣ ମାସର ତୃତୀୟ ସେମାବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠକୁ ଭକ୍ତ ପାଣି ତାଳିବା ପାଇଁ ଆସୁଥିବାରୁ ପାଇକମାଲ ବର୍ତ୍ତମାନ ଟ୍ରାଫିକ ସମସ୍ୟା ଘେରରେ ରହିଯାଇଛି । ଫଳରେ ପାଇକମାଲ ସହର ସଡକପଡା ଠାରୁ ନୃସିଂହନାଥ
Read More...

ବର୍ଷା ସମୟରେ ଭୂମିହୀନଙ୍କ ଜବରଦଖଲ ଘର ଉଚ୍ଛେଦ ପ୍ରକ୍ରିୟା : ପଦ୍ମପୁରରେ ଜନ ଅସନ୍ତୋଷ

ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରଶାସନ ଦେଲା ୨ ମାସ ସମୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ଗରିବ କୁଟିରକୁ ବର୍ଷା ସମୟରେ ଭାଙ୍ଗିବା ପାଇଁ ପଦ୍ମପୁର ତହସିଲଦାର ପୋଲିସ ନେଇ ପହଞ୍ଚିବା ସମୟରେ ନିରିହ
Read More...

ଆର୍‌ ନେଇଁନ’ କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆର୍‌ ନେଇଁନ’ କୋଶଲୀ ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ । ହଠାତ୍‌ ଦିହିଁ ଯହ ଖରାପ ହେଇଗଲା ବଲି ଗଲାକାଲି ବେଲ୍‌ବୁଡ଼ା କେ ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ବରଗଡ଼ ବିକାଶ ହସ୍‌ପିଟାଲ୍‌ କେ ନେଇକରି ଆଡ୍‌ମିସନ୍‌ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ଥି
Read More...

ଭୂତକୋଠି ପାଲଟିଛି ୧୦୦ ଶଯ୍ୟା ବିଶିଷ୍ଟ ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଇସିଡିଏସ୍ ସାମ୍ନାରେ ଆଜକୁ ୯ବର୍ଷ ହେଲା ୧୦୦ ଶଯ୍ୟା ବିଶିଷ୍ଟ ଏସ୍‌ସି, ଏସ୍‌ଟି ଛାତ୍ରୀ ନିବାସ ନିର୍ମାଣ ହୋଇ ଭୁତକୋଠି ପାଲଟିଛି । ଯାହାଫଳରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ହେଲେ ପ୍ରଶାସନର
Read More...

ଭୁବନେଶ୍ୱରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ସମ୍ବର୍ଦ୍ଧିତ ହେଲେ କଣ୍ଟାବାଞ୍ଜିର ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ସିମ୍ ଫୋନି ମଲ୍‌ କନ୍‌ଫରେନ୍ସ ହଲ୍‌ ଠାରେ ଅର୍ଗସ ନ୍ୟୁଜର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଷ୍ଟ ରିପୋର୍ଟର ଆୱାର୍ଡରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅର୍ଗସ ପ୍ରତିନିଧି ତଥା
Read More...

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ଷାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁର୍ଷାଗୁଡ଼ା ଗ୍ରାମ
Read More...