Daily Archives

କଂଗ୍ରେସର ଦଳିତ ଜନଜାତି ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର

ଦଳିତଙ୍କୁ ଶିକ୍ଷା, ରୋଜଗାର, ରାଜନୈତିକ ଅଧିକାରରୁ ବଂଚିତ କରିଛି ସରକାର : ସମରେନ୍ଦ୍ରଭୋଟ ମାଧ୍ୟମରେ ଦଳିତ ବିରୋଧି ସରକାରଙ୍କୁ ଜବାବ ଦେବାର ସମୟ ଆସିଛି : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସର ଦଳିତ ଜନଜାତି ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର । ଏହି ଅବସରରେ ସେ
Read More...

ବଳଧା ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଳଧା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ
Read More...

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ନିମିତ୍ତ ପ୍ରସ୍ତୁତି ବୈଠକ : ସମ୍ବର୍ଦ୍ଧିତ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା
Read More...

ବିଜେଡିର ଯୁବ ସମାବେଶ : କଳିକେଶଙ୍କ ଉପସ୍ଥିତିରେ ସାମିଲ ହେଲେ ହଜାରେରୁ ଅଧିକ ଦଳିତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ବଲାଙ୍ଗିର ପକ୍ଷରୁ ଏକ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କ ଉପସ୍ଥିତିରେ ୧୦୦୦ରୁ
Read More...

୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁଙ୍କ ବୟାନ ରେକର୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ୫୧ ନମ୍ବର ସାକ୍ଷୀ ଭାବରେ ରିମାରାଣୀ ସାହୁ ହାଜର ହୋଇ ନିଜର ବୟାନ ଦେଇଛନ୍ତି । କେସ୍‌ରେ ଟିକେ ବିଳମ୍ବ ହେଉଥିଲେ ମଧ୍ୟ ବିଚାର ବିଭାଗୀୟ କେସ୍‌ ଥିବାରୁ କୋର୍ଟ ଉପରେ ତାଙ୍କ ପୁରା ବିଶ୍ୱାସ ରହିଛି ଏବଂ ଦୋଷୀ
Read More...

ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବାରବନ୍ଧା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ବୃନ୍ଦାବତୀ
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଲପଡ଼ା ବ୍ଲକ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ବେଲପଡା ବ୍ଲକର ତହସିଲଦାର ବନବିହାରୀ ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ଭବାନୀପାଟଣା ଟାଉନ ଥାନା ପୋଲିସକୁ ସଫଳତା : ଡକାୟତ ଦଳକୁ ଧରି ପାଞ୍ଚ ଲକ୍ଷ ଟଙ୍କା କଲା ଉଦ୍ଧାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଗତ ଜାନୁଆରୀ ୨୫ ତାରିଖରେ ଭବାନୀପାଟଣା ରାଧାକୃଷ୍ଣ ନଗରର ଅନନ୍ତ ପାତ୍ରଙ୍କଠାରୁ ତିନିଜଣ ଡକାୟତ ସାଢେ ୫ ଲକ୍ଷ ଟଙ୍କା ଛଡାଇ ନେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇ ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ସେହି ଡକାୟତ ଦଳକୁ ଧରିବାରେ
Read More...

ବିଶ୍ୱ ରେଡିଓ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୩ ବିଶ୍ୱ ରେଡିଓ ଦିବସ । ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଅନୁଯାୟୀ ରେଡିଓ ୧୦୦ ବର୍ଷର ମାଇଲଖୁଣ୍ଟ ଅତିକ୍ରମ କରିଛି, ଏହାର ବ୍ୟାପକ ଗୁଣ ଏବଂ ନିରନ୍ତର ଶକ୍ତି ସ୍ମରଣ କରିବା ଏକ ‌
Read More...

ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ସମ୍ପୂର୍ଣ୍ଣ ନିଷେଦ୍ଧାଦେଶ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ବଲାଙ୍ଗିରର ସଦସ୍ୟ ବୃନ୍ଦ ଗତକାଲି ନୂଆ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସଂଘ ହାତକୁ ନେଉଥିବା ବହୁବିଧ ସମାଜ ମଙ୍ଗଳ କାମ ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ
Read More...