ଖପ୍ରାଖୋଲ ଥାନାରେ ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ରଙ୍କ ଯୋଗଦାନ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ଗୁରୁବାର ନୂତନ ଥାନାଧିକାରୀ ଭାବେ ନରେନ୍ଦ୍ର ଛତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଛତ୍ର ପୂର୍ବରୁ ଟିଟିଲାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ଖପ୍ରାଖୋଲରେ ପୂର୍ବରୁ ଥାନାଧିକାରୀ ଭାବେ ରମାକାନ୍ତ ସାହୁଙ୍କ!-->…
Read More...
Read More...