Monthly Archives

January 2024

କୁଶପାଲିରେ ଅବକାରୀ ବିଭାଗ ଦ୍ୱାରା ଚଢଉ : ୩୪ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଏବଂ ପୁରୁଷ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ହଲନଭଟା ପଂଚାୟତ ଅଧିନସ୍ଥ କୁଶପାଲି ଗ୍ରାମରେ ମଙ୍ଗଳବାର ଦିନ ଅବକାରୀ ବିଭାଗ ଦ୍ୱାରା ଅଚାନକ ଚଢାଉ ହୋଇଥିଲା । ଚଢାଉ ବେଳେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଜଣେ ମହିଳା ଏବଂ ପୁରୁଷଙ୍କଠାରୁ ମଦ ଜବତ କରି କୋର୍ଟ ଚାଲାଣ…
Read More...

ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ‘ନୂଆ-ଓ’ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ସ୍ଥିତ ମୁକୁନ୍ଦି ଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ 'ନୂଆ-ଓ' ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ତଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ସପ୍ତାହ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମ ଉଦ୍‌ଯାପିତ…
Read More...

ବର୍ଷ ବର୍ଷ ଧରି ରାସ୍ତା ପାଇଁ ହଇରାଣ ହେଉଛନ୍ତି ଗ୍ରାମବାସୀ ପ୍ରଶାସନ ସାଜିଛି ନିରବଦ୍ରଷ୍ଟା : ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଡୁଙ୍ଗୁରିପାଲି ଗ୍ରାମରୁ ସିଲେଟପାଲି ଏବଂ ବଡ଼ଉଡେନ ଡୁଙ୍ଗୁରିପାଲି ଗ୍ରାମରୁ ମହାସିମନା ପର୍ଯ୍ୟନ୍ତ ପାଞ୍ଚ କିଲୋମିଟର ରାସ୍ତା ମରଣଯନ୍ତା ପାଲିଟିଛି । ଏହି ଖାଲ, ଢିପ ରାସ୍ତାରେ…
Read More...

ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ

ଡୁଙ୍ଗୁରିପାଲି, (ସୁଶିଳ କୁମାର ମିଶ୍ର) : ଓଡ଼ିଶା ସରକାରଙ୍କ 'ମୋ ସ୍କୁଲ' ପରିଚାଳନା ସଂଗଠନ ତରଫରୁ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଉଛି । ଏହି କ୍ରମରେ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଷ୍ଠ ବିଦ୍ୟାଳୟ…
Read More...

ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗିସର୍ଡା ସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ…
Read More...

ନୁନିଆପାଲି ପଂଚାୟତ କାର୍ଯ୍ୟାଳୟରେ କିଶୋରୀ ମେଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ସୁଦେଷ୍ଣା ମେହେରଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ୨୭ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଆମ୍ବପୁଆସ୍ଥିତ ଲୁଇବ୍ରେଲ୍‌ ଧନ୍ଦାମୂଳକ ତାଲିମ କେନ୍ଦ୍ରଠାରେ ମଙ୍ଗଳବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି ।…
Read More...

ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ତିରୋଧାନ ଦିବସ ପାଳିତ

ଗାନ୍ଧୀ ବିଚାର ଅମର, ଏହା ଯୁଗ ଯୁଗ ଧରି ରହିବ : ସ୍ମୃତି କମିଟି ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇ ପାରେ କିନ୍ତୁ ଗାନ୍ଧୀ ବିଚାରକୁ ନୁହେଁ । ଗାନ୍ଧୀ ବିଚାର ଚିର ଅମର ଓ ଏହା ଆଗାମୀ ଯୁଗ ଯୁଗ ଧରି ଜନମାନସରେ ରହିବ ବୋଲି ଆଜି ସ୍ଥାନୀୟ…
Read More...

ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମଭୋଇ ମେଡିକାଲରୁ ଶବ ବୋହିଲେ ସ୍ତ୍ରୀ ଓ ପୁଅ । ଆଜି ଭୀମଭୋଇ ମେଡିକାଲରେ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ କରିବା ପାଇଁ କୁହାଯାଇଥିଲା । କୌଣସି ହସ୍‌ପିଟାଲ…
Read More...

ତୁରେକେଲା ମା’ ଦ୍ୱାରସେହ୍ନି ମନ୍ଦିରର କୁମ୍ଭ ଭରଣ ଓ ପ୍ରତିଷ୍ଠା ଉତ୍ସବକୁ ନେଇ କଳସ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ତୁରେକେଲା ଗ୍ରାମରେ ନବ ନିର୍ମିତ ମା' ଦ୍ୱାରସେହ୍ନି ମନ୍ଦିରର କୁମ୍ଭ ଭରଣ ଓ ପ୍ରତିଷ୍ଠା ଉତ୍ସବକୁ ନେଇ ଅଧିବାସ ଦିବସରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
Read More...