Daily Archives

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ
Read More...

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତଙ୍କ ପାଇଁ ‘ଚମତ୍କାର ୨୦୨୪’ କାମନା କରିଛନ୍ତି । ‘ଏକ୍ସ’ ‌କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କ
Read More...

କାର-କଣ୍ଟେନର ଧକ୍କା, ୪ ଗୁରୁତର

ଘସିପୁରା : ଆଜି ସକାଳୁ ସକାଳୁ ୨୦ନଂ ଜାତୀୟ ରାଜପଥ ବାରିଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାର ଉପରେ ଚଢ଼ିଗଲା କଣ୍ଟେନର ଗାଡ଼ି । କାର ଭିତରେ ବସିଥିବା ୪ ଜଣ ବ୍ୟକ୍ତି ଗୁରୁତର । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବାସହ ଅଗ୍ନିଶମ ବିଭାଗକୁ ଖବର ଦେଇ
Read More...

‘ବ୍ଲାକ୍‌ ହୋଲ’ ଅଧ୍ୟୟନ ଲାଗି ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କଲା ‘ଇସ୍ରୋ’

ଶ୍ରୀହରିକୋଟା : ‘ନ୍ୟୁଟ୍ରନ୍‌ ଷ୍ଟାର୍‌’ ବା ନଷ୍ଟ ହୋଇଯାଇଥିବା ତାରକା ଓ ତହିଁରୁ ସୃଷ୍ଟ 'ବ୍ଲାକ୍‌ ହୋଲ' ଉପରେ ଅଧ୍ୟୟନ କରିବା ଲାଗି ଆଜି ‘ଇସ୍ରୋ’ ମହାକାଶକୁ ‘ଏକ୍ସପୋସାଟ୍‌’ ଉତ୍‌କ୍ଷେପଣ କରିଥିବା ଜଣାପଡିଛି । ଆଜି ସକାଳ ୯.୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ
Read More...

ମା’ ତାରିଣୀଙ୍କ ହୁଣ୍ଡିରୁ ମିଳିଲା ୨୨ ଲକ୍ଷ

ଘଟଗାଁ : ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାଏକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ ଏଏସ୍‌ଆଇ ଉପେନ୍ଦ୍ର
Read More...

ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନୂଆବର୍ଷର ପ୍ରଥମ ଦିନରେ ପ୍ରଗତିର ପଥରେ ଲମ୍ବା ପାଦ ବଢ଼ାଇବ ନୂଆ ଓଡ଼ିଶା । ଐତିହାସିକ ମେଟ୍ରୋ ପ୍ରକଳ୍ପଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଇତିହାସରେ ଏହା ସର୍ବବୃହତ୍‌ ନିବେଶ ହୋଇଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣର ସମ୍ପୂର୍ଣ୍ଣ
Read More...

ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବାକୁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼

କୋଣାର୍କ : ଆଜିଠୁ ନୂଆ ବର୍ଷର ନୂଆ ସକାଳ । ନୂଆ ସକାଳର ନୂତନ ସୂର୍ଯ୍ୟର୍ୟ୍ୟ ଉଦୟ ଦର୍ଶନ ଲାଗି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସମସ୍ତଙ୍କ ମନରେ ଗୋଟିଏ ଭାବନା ଯେ, ଆସନ୍ତା ନବ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । କେହି କେହି
Read More...

ମା’ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ ବାରିଗାଁ ନିକଟରେ କାର୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୪ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଖବର ଅନୁଯାୟୀ, କଟକ ଜିଲ୍ଲା ବାଙ୍କୀ
Read More...

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା

ପୁରୀ : ନୂତନ ବର୍ଷ ୨୦୨୪ ସ୍ୱାଗତ କରୁଛି ସାରା ବିଶ୍ୱ । ଏହି କ୍ରମରେ ଶ୍ରୀଜିଉଙ୍କ ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ସେଥିପାଇଁ ରାତି ୧ଟାରୁ ଚାଲିଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ
Read More...

ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ (ଟିଇଏଚ୍)କୁ ବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

● ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିରେ ଯେ କୌଣସି ବ୍ୟକ୍ତି ବିଶେଷ ଓ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେବା ଜଣାପଡିଲେ ତାହାକୁ ତତ୍କାଳ କଠୋର ହସ୍ତରେ ଦମନ କରାଯିବ● କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା
Read More...