୩୧ ତାରିଖରେ ଦରମା ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ
ରାଉରକେଲା, (ସସ୍ମିତା ପ୍ରଧାନ) : ମଇ ମାସର ଦରମା ଗତକାଲି ୩୧ ତାରିଖରେ ପାଇଥିବାରୁ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦୃଷ୍ଟିଗୋଚର ହୋଇଛି । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଏଭଳି ଦରମା ପ୍ରଦାନ ପାଇଁ ବ୍ଲକର ସମସ୍ତ ଶିକ୍ଷକ!-->…
Read More...
Read More...