Yearly Archives

2023

ବେଆଇନ ଚାଲାଣ ବେଳେ ଦୁଇଟି ସ୍ଥାନରୁ ୧୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବାଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଦାଦନ ପ୍ରବଣ ହୋଇଥିବାରୁ ଏ ଅଂଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟକୁ ପ୍ରତିବର୍ଷ ଦାଦନ ଶ୍ରମିକ ଭାବେ ଯାଇଥାନ୍ତି । ଏନେଇ କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ଦେଶାନ୍ତର ହେବାକୁ ଲୋକଙ୍କୁ ସଚେତନ
Read More...

୫୯ଟି ବାଇକ୍‌ ଉପରେ ପଡ଼ିଲା ୧ ଲକ୍ଷ ୧୫ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ପାଳନ କରି ଗାଡ଼ି ଚଳାନ୍ତୁ । ଏବେ ସିସିଟିଭି ଜଗିଛି ସାରା ବଲାଙ୍ଗିର ସହର । ଟ୍ରାଫିକ୍‌ ନିୟମ ପାଳନରେ ଟିକିଏ ଅବହେଳା କଲେ ଆପଣଙ୍କୁ ବି ଗଣିବାକୁ ପଡ଼ିପାରେ ଫାଇନ୍‌ । ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ଏଦିଗରେ
Read More...

ରାମଜୀ ଯୁବକ ସଂଘର ଯୁବ ନେତୃତ୍ୱ ବିକାଶ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ରାମଜୀ ଯୁବକ ସଂଘ ଆନୁକୂଲ୍ୟରେ ତଥା ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ସହଯୋଗରେ ରାମଜୀ ଯୁବକ ସଂଘର ସମ୍ପାଦକ ଡା. ନାରାୟଣ ମିଶ୍ରଙ୍କ ଆହ୍ୱାନ କ୍ରମେ ଏକ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଜେ.ଏସ୍‌.ଏମ୍‌. ମହାବିଦ୍ୟାଳୟ ପରିସରରେ ଆୟୋଜିତ
Read More...

ଆସନ୍ତା ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶବିଶେଷ ଭାବରେ ଦିଆଯିବ ଜାତୀୟ ଗୋପାଳ ରତ୍ନ ପୁରସ୍କାର

• ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଭାବେ ଦ୍ୱିତୀୟ ପୁରସ୍କାର ପାଇବେ ଅନୁଗୁଳର ଅନୀଲ କୁମାର ପ୍ରଧାନ• ଅନଲାଇନ୍ ଆବେଦନ ପୋର୍ଟାଲ ଜରିଆରେ ଆହ୍ୱାନ କରାଯାଇଥିବା ଆବେଦନ ଆଧାରରେ ଦିଆଯିବ ପୁରସ୍କାର; ସମୁଦାୟ ୧୭୭୦ଟି ଆବେଦନ ହସ୍ତଗତ ହୋଇଛି ଦିଲ୍ଲୀ, (ପିଆଇବି) : ଆସାମର
Read More...

ଡ୍ରୋନ୍ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

● ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ୬୦ ରୁ ଊର୍ଦ୍ଧ୍ୱ ଡ୍ରୋନ୍ ବ୍ୟବହାର ପ୍ରଦର୍ଶନୀ ଆୟୋଜନ● ହଜାର ହଜାର ଚାଷୀ ଶିଖିଲେ ଡ୍ରୋନ୍ ବ୍ୟବହାର କୌଶଳ ଭୁବନେଶ୍ୱର, (ପିଆଇବି) : ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ
Read More...

ଟାଇକଣ୍ଡୋ ଖେଳାଳିଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୭ ରୁ ୧୯ ତାରିଖ ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର ଓ କ୍ୟାଡେଟ ସବ୍‌ ଜୁନିୟର ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋର ଛାତ୍ରୀ ସାନଭି ପ୍ରଧାନ କ୍ୟୁରୁଗି (ଫାଇଟ) ବିଭାଗରେ ସ୍ୱର୍ଣ୍ଣପଦକ
Read More...

ବେଦ ଉତ୍ତମ ଓ ସଦ୍‌ଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ : ଡ. ସୁଦର୍ଶନ ଦେବ ଆଚାର୍ଯ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳୀ ଯୋଗ ପରିବାର ଆନୁକୂଲ୍ୟରେ "ବେଦ ପ୍ରବଚନ" ରାଉରକେଲା ସେକ୍ଟର -୨୦ କମ୍ୟୁନିଟ ସେଣ୍ଟର ପ୍ରାଙ୍ଗଣରେ ସହ ରାଜ୍ୟ ପ୍ରଭାରୀ ଅକ୍ରୁର ମାର୍ଥାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ମହାମନ୍ତ୍ରୀ ଡ଼ଃ ସୁଦର୍ଶନ ଦେବ
Read More...

ନବକୃଷ୍ଣ ଚୌଧୁରୀ ଓ ବୀରକିଶୋର ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ମଣିଷ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
Read More...

ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚତୁର୍ଥ ଦିନରେ ଖେଳକୁଦ ସହିତ ଆକର୍ଷଣ ହେଲା ରସି ଟଣା ଖେଳ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ-କୁଦ ପ୍ରତିଯୋଗିତାର ଚତୁର୍ଥ ଦିନରେ ବିଭିନ୍ନ ଖେଳ-କୁଦ ପ୍ରତିଯୋଗିତା ସହିତ ରସି ଟଣା ଖେଳ ବା ଟଗ୍‌
Read More...

ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ତା ୨୨.୧୧.୨୦୨୩ ଏବଂ ୨୪.୧୧.୨୩ ରିଖରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହଠାରେ ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତା
Read More...