Monthly Archives

September 2023

ବଲାଙ୍ଗିର ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଗଦା ଗଦା ଗଂଜେଇ ଚୋରାଚାଲାଣ ଧରିବାରେ ସଫଳତା ମିଳିଛି ବଲାଙ୍ଗିର ପୋଲିସକୁ । ଆଜି ପୂର୍ବାହ୍ନରେ କଂଟାମାଲରୁ ରାୟପୁରକୁ ଗଂଜେଇ ଚୋରା ଚାଲାଣ ହେଉଥିଲା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ୍‌ ଖିଲାରୀଙ୍କ…
Read More...

କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି ବଲାଙ୍ଗିର : କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ରାଇମ୍‌ କେପିଟାଲ୍‌ରେ ପରିଣତ ହେଲାଣି । ରାଜନୀତିକ ସମର୍ଥନ ପାଇ କ୍ରିମାନାଲ୍‌ମାନେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ସାରା ଓଡ଼ିଶାରେ ଆଜି ବଲାଙ୍ଗିର ମାଟିକୁ ନିନ୍ଦିତ ହେବାକୁ ପଡ଼ୁଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସାମ୍ବାଦିକ…
Read More...

ଭିଜଲାନ୍ସ ଜାଲରେ ପଂଚାୟତ ଗ୍ରାମ ରୋଜଗାର ସେବକ

ନୂଆପଡା, (ନିରାକାର ମେହେର) : ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଳକ ସୁନାରୀସିକୁଆଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆରଏସ୍) । ଜମି ମରାମତି କାମର ମନରେଗା ପାଉଣା ମାଷ୍ଟର ରୋଲ ଜେନେରେଟ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜଲାନ୍ସ ଜାଲରେ ଫସିଗଲେ । ଏବେ…
Read More...

କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରଥି ମେହେରଙ୍କ ସଭାପତିତ୍ୱରେ ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି…
Read More...

ଆସନ୍ତା ୧୦ ତାରିଖରେ ମଞ୍ଚସ୍ଥ ହେବ “ଭୁଲ୍‌ ତୋର, ଭୋଗୁଛି ମୁଁ” ନାଟକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବ୍ଲକ ପୋଡ଼ପଦାର ଗ୍ରାମ କପିଳେଶ୍ଵର ନାଟ୍ୟ ସଂସଦ ତରଫରୁ ଶ୍ରାବଣ ମାସ ରୁଦ୍ରାଭିଷେକ ଓ ଜନ୍ମାଷ୍ଟମୀ ଉପଲକ୍ଷେ ଭାଦ୍ରବ ମାସ ୧୦ ତାରିଖ ରବିବାର ରାତ୍ର ୧୦ ଘାଣ୍ଟିକ ସମୟରେ ବାବା କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନିଦ୍ଦେଶକ ଗୁରୁପଦ୍ମ ଉପାଧିରେ…
Read More...

ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ “କୁରେ ପତର”ର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ କୋଶଲୀ ସର୍ଟ ଫିଲ୍ମ "କୁରେ ପତର" ବଲାଂଗୀର ଲାଲ୍‌ଟିକ୍ରାଠାରେ ଶୁଭାରମ୍ଭ ହୋଇଯାଇଛି । ଆଜିକାଲି ନୂଆଁଖାଇରେ ଅନେକ ଆମର ପରମ୍ପରା ସଂସ୍କୃତିକୁ ଭୁଲି ଯାଇ କୁରେ ପତରରେ ଖାଇବା ବଦଳରେ ସିଲଭର ଖଲି ଦନା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।…
Read More...

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପଗୁଡିକୁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ବାଲିଗୁଡ଼ାର ୫୯ ନଂ…
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଐକ୍ୟବଦ୍ଧ ଭାବେ କାର୍ଯ୍ୟ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି…
Read More...

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ସହାୟକ ହେବସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥାଖୋର୍ଦ୍ଧା ଗସ୍ତ ସମୟରେ 5T ସଚିବଙ୍କୁ ଭେଟିଥିଲେ ବିଭିନ୍ନ ପାଇକ ସଂଗଠନ ଭୁବନେଶ୍ୱର : ଖୋର୍ଦ୍ଧା…
Read More...

ଗାଈଖାଇ ଇକୋ ଟୁରିଜମ୍‌ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ସାଲେଭଟା ନିକଟସ୍ଥ ଗାଈଖାଇ ଇକୋ ଟୁରିଜମ ନିକଟରେ "ଇଙ୍କଚର୍ ପ୍ରାଇଭେଟ୍ ଲିମିଟେଡ" ଏବଂ "ଡ୍ୟୁ ରେଷ୍ପେକ୍ଟ ଟ୍ରଷ୍ଟ" ଆନୁକୂଲ୍ୟରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗ ଜଳସେଚନ ପ୍ରକଳ୍ପ କମିଟିର ଆବାହକ ଆକାଶ…
Read More...