Monthly Archives

September 2023

ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆଠାରୁ ଅଖିଳ ଭାରତୀୟ ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲା ତରଫରୁ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ପଶ୍ଚିମ…
Read More...

ଗଂଜେଇ ଚୋରାଚାଲାଣ ମାମଲାରେ ୬ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରାଚାଲାଣ ମାମଲାରେ ଆଜି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ସହ କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଅଭିଯୁକ୍ତମାନଙ୍କ ଠାରୁ ୧୫ କେଜି ଗଂଜେଇ ସହ ୩ଟି ମୋଟର ସାଇକେଲ୍‌, ୬ଟି ମୋବାଇଲ୍‌ ଓ ନଗଦ ୮ ହଜାର ୬୦୦ ଟଙ୍କା ଜବତ୍‌ ହୋଇଥିବା…
Read More...

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଛତ୍ରପୁରର ମା’ରାମଚଣ୍ଡୀ ମନ୍ଦିର ସ୍ଥାନୀତ ହେବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂଣ୍ୟତ୍ତୋୟା ଋଷିକୂଲ୍ୟାନଦୀ ଗର୍ଭର ଚତୁଃସୀମାରେ ଘେରି ରହିଛି ବଣ, ପାହାଡ଼, ପର୍ବତ, ନଦୀ, ଉପ-ନଦୀ, ଝରଣା, ସବୁଜିମା ପରିବେଶ, ଗଛ, ଗୁଳ୍ମର ପରିବେଷ୍ଟନି ମଧ୍ୟରେ ସୁଶୋଭିତ କୃଷି-ଉଦ୍ୟାନ କ୍ଷେତ୍ରରେ ଏକ ଅପୂର୍ବ ସମାହାର ଓ ସୃଷ୍ଟିର ଅନବୈଦ୍ୟ…
Read More...

ଡେଙ୍ଘନାଡିହି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେଙ୍ଘନାଡିହି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଯୁବନେତା ବିରଞ୍ଚି ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ…
Read More...

ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୨୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁଧବାର ଦିନ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରର ଇଣ୍ଡୋର ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଦ୍ଵିତୀୟ ଦିନ ଖେଳରେ ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ କ୍ୱାର୍ଟର ଫାଇନାଲରେ କୋରାପୁଟ, କଟକ, ସମ୍ବଲପୁର ଓ…
Read More...

ଭବାନୀପାଟଣାଠାରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ସ୍ଥାନୀୟ ମ୍ୟୁନିସିପାଲ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ତରଫରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ କଲେଜ ଓ ହାଇସ୍କୁଲ୍ ସ୍ତରରେ କୁଇଜ୍…
Read More...

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ଅଲାତରା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି…
Read More...

ଏସ୍‌ଏଚ୍‌ଜି ମା’ମାନଙ୍କ ୨ ଲକ୍ଷ ଋଣ ଟଙ୍କା ଝାଂପି ନେଲେ ଲୁଟେରା, ଟାଉନ୍‌ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ତୁଷୁରା ଥାନା ଅନ୍ତର୍ଗତ ଚାଁଟିମୁଣ୍ଡା ପାଖ ଫଟ୍‌କରା ଗାଁର ଏସ୍‌ଏଚ୍‌ଜି ମା’ମାନେ ବଲାଙ୍ଗିର ସହର କଲେଜ୍‌ଛକ ନିକଟରେ ଥିବା ଇଣ୍ଡାଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କରୁ ଋଣ ରାଶି ୨ ଲକ୍ଷ ଟଙ୍କା ଉଠାଇ ନୂତନ ବସ୍‌ ଷ୍ଟେସନକୁ ବସ୍‌ ଧରିବା ପାଇଁ ଆସିବା ସମୟରେ…
Read More...

ସରକାରୀ ଗାଡ଼ି ଧକ୍କାରେ ଜଣେ ଛାତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଗାଡ଼ି ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ସହରର ରୁଗୁଡ଼ିପଡା ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଏକ ଘଟଣା ଘଟିଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛାତ୍ରୀ ଜଣକ ହାତୀଶାଲପଡ଼ାର…
Read More...

ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

କପିଳେଶ୍ୱର ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ହୁଲେଶ୍ୱର ହଂସ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ଗ୍ରାମର କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି…
Read More...