Daily Archives

ଟ୍ରାଫିକ୍‌ ନିୟମ ଉଲଂଘନ ଯୋଗୁଁ ୨୬ଟି ମୋଟର ସାଇକେଲ୍‌ ଉପରେ ୪୨ ହଜାର ଟଙ୍କା ଫାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାଫିକ୍‌ ନିୟମ ଉଲଂଘନ କରନ୍ତୁ ନାହିିଁ । ହରଡ଼ ଘଣାରେ ପଡ଼ି ପାରନ୍ତି । ଟ୍ରାଫିକ୍‌ ନିୟମ ପ୍ରତି ବଲାଙ୍ଗିର ପୋଲିସର ଏବେ କଡ଼ା ନଜର୍‌ । ମୋଟର ସାଇକେଲ୍‌ରେ ତିନିଜଣ ବସିବା ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଯୋଗୁଁ ୨୬ଟି ମୋଟର
Read More...

ଦିବଂଗତ ଚିତ୍ରଶିଳ୍ପୀ ତଥା ଅଭିନେତା ପଦ୍ମନାଭ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାନଦୀ ସାହିତ୍ୟ ସଂସଦ ପରିସରରେ ଓଡ଼ିଶାର ବରେଣ୍ୟ ଚିତ୍ରଶିଳ୍ପୀ ତଥା ବରିଷ୍ଠ ଅଭିନେତା ଏବଂ ମହାନଦୀ କଳା ସଂମ୍ମାନ ପ୍ରାପ୍ତ ପଦ୍ମନାଭ ମିଶ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି
Read More...

ଖୁଦୁରୁକୁଣୀ ଶେଷ ରବିବାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖୁଦୁରୁକୁଣୀ ଓଷା ଓଡିଶାର ପୁରପଲ୍ଲୀରେ ଏହା ଭାଦ୍ରବମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ । ଏହି ବ୍ରତକୁ କୁଆଁରୀ ଝିଅ ମାନେ ମା'ମଙ୍ଗଳାଙ୍କ ପାଖରେ ନିଜ ଭାଈମାନଙ୍କର ଶୁଭ ମନାସୀ ପାଳନ କରିଥାନ୍ତି । ଆଜି ଡେଲାଙ୍ଗରେ ପ୍ରତି ଗାଁ ଗଣ୍ଡାରେ
Read More...

ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଶାରଦୀୟ ସାହିତ୍ୟ ସମାରୋହ

ବ୍ରହ୍ମପୁର, (ଦେବାଶିଷ ମିଶ୍ର) : ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ସ୍ଥାନୀୟ ନବୀନ ଭବନ ପରିସରରେ ରବିବାର ଅପରାହ୍ନରେ ରାଜ୍ୟସ୍ତରୀୟ ଶାରଦୀୟ ସାହିତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରବି ରଥଙ୍କ
Read More...

ଆଶାକର୍ମୀ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବୀରେ ସେପ୍ଟେମ୍ବର ୨୮ ତାରିଖରୁ ହେବ ଅନିର୍ଦ୍ଧିଷ୍ଟକାଳ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ଆଶାକର୍ମୀ ସଂଘର ବଲାଙ୍ଗିର ଜିଲ୍ଲା କମିଟି ତରଫରୁ ଜିଲ୍ଲା କାର୍ଯ୍ୟାଳୟଠାରେ ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜାତୀୟ ଶ୍ରମ ସମ୍ମିଳନୀରେ ନିଷ୍ପତ୍ତି ଅନୁଯାୟୀ ଆଶାକର୍ମୀଙ୍କୁ
Read More...

ବଲାଙ୍ଗିର କୁଲତା ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପେଲେସଲାଇନ ସ୍ଥିତ ମୀନା ଟେଣ୍ଟ ହାଉସ ପ୍ରାଙ୍ଗଣରେ ବଲାଙ୍ଗିର କୁଲତା ସମାଜର ନୂଆଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ରଣେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କୁଲତା ସମାଜର ସଭାପତି ରବିନ୍ଦ୍ର
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ ଉଦ୍‌ଘାଟିତ

ସାଇଟ, ଢୁଲୁସର, ଖପ୍ରାଖୋଲ, ବିଛୁବାହାଲି ଓ ଜରାସିଂହା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୫ ଗୋଟି ପଡିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସାଇଟ୍‌ ଦଳ ୭-୦ ଗୋଲରେ
Read More...

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପଦ୍ମପୁର ଜିଲ୍ଲାକୁ କାର୍ଯ୍ୟକାରୀ କରାଯାଉ : କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଦୀର୍ଘ ଦିନର ଦାବୀ ଗତ ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା ପାଇଁ ଟାଉନ ହଲଠାରେ କ୍ରିୟାନୁଷ୍ଠାନ କମିଟି ତରଫରୁ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲଟ ଅଞ୍ଚଳର
Read More...

ମହମ୍ମଦ ଜୟନ୍ତୀ ପାଳନ ନିମନ୍ତେ ଅନୁଷ୍ଠିତ ହେଲା କ୍ୱିଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁସଲିମ ସମ୍ପ୍ରଦାୟର ଲୋକମାନେ ଆସନ୍ତା ୨୮ ତାରିଖରେ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ଅତି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଏକ କ୍ୟୁଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖ ଧର୍ମ ଗୁରୁ
Read More...

ପୋଖରୀରେ ଭାଷୁଛି ବୃଦ୍ଧଙ୍କ ଶବ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଟିକପାଲିରେ ପୋଖରୀରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ଟିକପାଲିର ବେଣୁ ବନଗୁଲା (୬୦) ବୋଲି ସୂଚନା ମିଳିଛି । ତେବେ ମୃତ ବେଣୁଙ୍କୁ କେହି ହତ୍ୟା କରିଛି ନା ବେଣୁ ନିଜେ ପଖୋରୀକୁ ଡେଇଁ ଆତ୍ମହତ୍ୟା
Read More...
error: Content is protected !!