Daily Archives

ଯୌତୁକ ନ ଦେବାରୁ ବୋହୂକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର : ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର…

ବରଗଡ, (ନିରୋଜ କୁମାର ପାଣୀ) : ଯୌତୁକ ନ ଦେବାରୁ ବୋହୂକୁ ତଣ୍ଟି ଚିପି ମାରିଦେଲେ ସ୍ଵାମୀ ଓ ଶାଶୁ ଶ୍ଵଶୁର । ଏପରି ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଗୋଟେ ବର୍ଷ ତଳେ ପ୍ରେମ ବିବାହ କରି ବାହା ହୋଇଥିବା ସ୍ଵାମୀ ଆଜି ଯୌତୁକ ଲୋଭରେ ନିଜେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ପରି
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ୧୨୦ ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ତା.୨୪.୦୯.୨୦୨୩ ରବିବାରଠାରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିରେ ୧୨୦ଟି ଦଳ ଅଂଶ ଗ୍ରହଣ କରିବେ । ୨୪ ତାରିଖ ରବିବାର ପଲ୍ଲିଶ୍ରୀ ଷ୍ଟାଡିୟମ ସାଇଟ ସଦାଇପାଲିଠାରେ ସାଇଟ ସ୍ପୋର୍ଟ ସୋସାଇଟି ସଦାଇପାଲି
Read More...

ସଦାଇପାଲି ନବଜ୍ୟୋତି କ୍ଲବରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବଜ୍ୟୋତି କ୍ଲବଠାରେ ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଥିଲା । ମଂଚରେ ସୁନାଧର ମୁଗ୍ରୀ, ମଗଶିର ମୁଗ୍ରୀ, କୃଷ୍ଣଚନ୍ଦ୍ର ରାଏ ଓ ଅର୍ଜୁନ ମୁଗ୍ରୀ ମଂଚାସୀନ ଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କୁନି କୁନି
Read More...

ବାରପୁଡୁଗିଆଠାରେ ନବ ନିଯୁକ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ପରମ୍ପରା ଅନୁଯାୟୀ ଜୁହାର ଭେଟ୍‌ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ସୈନିକ ସୁରଜ ନାଏକ,
Read More...

ଟିକ୍ରାପଡା ପୂଜା ମଣ୍ଡପ ପକ୍ଷରୁ ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ (ଗାନ୍ଧି ପାଠାଗାର)ରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୁଜା ଆୟୋଜନ ନିମନ୍ତେ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ବିସ୍ଥାପିତ କଲୋନୀରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଲୋଇସିଂହା ବ୍ଲକ କୁସମେଲଠାରେ ଲୋୟର ସୁକତେଲ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସହ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନତେଲେନପାଲି, ପୋଡ଼ମୁଡ଼, ବନଛୋରପାଲି ଏବଂ
Read More...

ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ

ବଲାଙ୍ଗିର, (କେପଏନ୍‌ଏସ୍‌) : ଆଜି ବଲାଙ୍ଗିର ଜେଏସ୍‌ଏମ୍ କମର୍ସ ଆଣ୍ଡ ଆର୍ଟସ୍ କଲେଜ ପକ୍ଷରୁ କଲେଜ ପରିସରରେ ନୂଆଁଖାଇ ଭେଟ୍‌ଘାଟ୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜର ନିର୍ଦ୍ଦେଶକ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବବାହକତ୍ୱରେ
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଶିଶୁ ସୁରକ୍ଷା ଓ ଅଧିକାର କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ) : ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଳା ବ୍ଲକରେ ଡେଙ୍ଗ ପଞ୍ଚୟତ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ସୁରକ୍ଷା ଓ ଅଧିକାର ବିଷୟରେ ଅବଗତ କରାଯାଇଥିଲା ।
Read More...

ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ସଦର ମହକୁମା ଠାରୁ ୪୦ କିମି ଦୁରରେ ଥିବା ଏକ ଉପାନ୍ତ ଗାଁ ରେଙ୍ଗାଲି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ମାତ୍ର ଏଥର ନୂଆଁଖାଇ ଭେଟ୍‌ଘାଟ୍‌
Read More...

୧୮ଘଣ୍ଟା ପଡ଼ିରହିଲା ଶବ : ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ବରଗଡ଼ ଜୀରା ନଦୀ ତଟରେ ଥିବା ସ୍ୱର୍ଗଦ୍ୱାରରେ ଏକ ଅସହାୟ ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ
Read More...