Daily Archives

ବିବାହିତ ଯୁବକଙ୍କ ଆତ୍ମହତ୍ୟା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଂଚାୟତ ବ୍ରାହ୍ମଣୀମୁଣ୍ଡା ଗ୍ରାମର ଜନୈକ ବିବାହିତ ଯୁବକ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଲିସର କହିବା ମୁତାବକ ବ୍ରାହ୍ମଣୀମୁଣ୍ଡା ଗ୍ରାମର ବିନୋଦ ରଣାଙ୍କ ପୁଅ ମନ୍ଦିର ରଣା(୨୫) ନିଜ ଘରେ
Read More...

ମିଳିଲାନି ଶବ ବୋହା ଗାଡି : ବାଇକରେ ବୋହା ହେଲା ଶବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଯୋଜନାମାନେ ଗ୍ରାଉଣ୍ଡ ଜିରୋରେ ଫେଲ୍‌ ମାରୁଥିବା ଦେଖିବାକୁ ମିଳୁଛି । ମୃତ ରୋଗୀମାନଙ୍କ ପାଇଁ ଶବ ବୋହା ଗାଡିର ବ୍ୟବସ୍ଥା ଥିବା ସତ୍ୱେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ପରିଜନ ଡାକ୍ତରଖାନା କର୍ମଚାରୀଙ୍କୁ ବାରମ୍ବାର ଗୁହାରି କରିବା
Read More...

ନୂଆଁଖାଇ ପର୍ବ ତିଆରିଛି ଏକତା : ଦେଓଗାଁ ସେଲମା ବଂଶର ୧୬ତମ ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୮ ମସିହାରୁ ଗୌନ୍ତିଆ ଭକ୍ତ ଚରଣ ସାହୁଙ୍କ ନେତୃତ୍ବ ଓ ଆବାହକତ୍ବରେ ସାମୁହିକ ନୂଆଁଖାଇ ପର୍ବ ପାଳନ ଆରମ୍ଭ ହୋଇଥିଲା । ପ୍ରାୟ ୧୫ଟି
Read More...

କ୍ୱାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆର ଦ୍ୱିଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆର ରାଉରକେଲା ଶାଖା ଓ ଛେଣ୍ଡ ସ୍ଥିତ ରିମ୍ସର ମିଳିତ ଆନୁକୂଲ୍ୟରେ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ତଳସ୍ତରର କର୍ମଚାରୀମାନଙ୍କର ଜ୍ଞାନ, ଦକ୍ଷତା ଓ ସେମାନଙ୍କ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଏକ
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଡାକ୍ତର ସମରେନ୍ଦ୍ର ମହାପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଡାକ୍ତର ସମରେନ୍ଦ୍ର ମହାପାତ୍ର ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । କଟକ ସ୍ଥିତ ସାରଳା ଭବନଠାରେ ଶ୍ରୀଅରବିନ୍ଦ ମେଡିକାଲ
Read More...

ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ଭିକ୍ଷା କଲେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନ୍‌ ଗଣପର୍ବ ନୂଆଁଖାଇ ଅବସରରେ ଆଜି ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେବଳ ନିଜ ପରିବାର ପାଇଁ ନୁହେଁ
Read More...

ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ ୨୦୨୩ରେ ଅଶ୍ୱିନୀ ରଥ ବିଚାରକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୟେମେନ୍‌ ସ୍ଥିତ ‘ଦ ମିଡିଆ ମେକର୍‌ସ୍‌ ଟିମ୍‌’ ର ଆବାହକତ୍ୱରେ ସଂପ୍ରତି ଅନୁଷ୍ଠିତ ‘ପ୍ରଥମ ଆର୍ନ୍ତଜାତିକ କାର୍ଟୁନ୍‌ ପ୍ରତିଯୋଗିତା-ୟେମେନ୍‌ ୨୦୨୩’ରେ ଓଡିଶାର ଲବ୍ଧ ପ୍ରତିଷ୍ଠ କାର୍ଟୁନିଷ୍ଟ ଅଶ୍ୱିନୀ ରଥ ବିଚାରକ ମଣ୍ଡଳୀର ଜଣେ ସମ୍ମାନନୀୟ ସଦସ୍ୟ ଭାବରେ
Read More...

ସମୃଦ୍ଧ ଭାରତ ପାଇଁ ହିନ୍ଦୁତ୍ୱ ଆଧାରିତ ଶିକ୍ଷା ଏକାନ୍ତ ଆବଶ୍ୟକ : ଶାନ୍ତନୁ କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଶିକ୍ଷା ହେଉଛି ସମାଜ ଓ ରାଷ୍ଟ୍ରର ଦର୍ପଣ ସଦୃଶ । ଏହା ମାନବୀୟ ମୂଲ୍ୟବୋଧକୁ ଦୃଢ଼ତା ପ୍ରଦାନ କରିଥାଏ । ଶିକ୍ଷା ରହିତ ମଣିଷ କେବେ କେବେ ସାମାଜିକ ଶୃଙ୍ଖଳାର ବାହକ ହୋଇପାରିବନି । ଏହା ବାସ୍ତବିକ ଜୀବନଧାରା ଓ ଜୀବନଚର୍ଯ୍ୟାର ମାର୍ଗଦର୍ଶକ । ତେବେ
Read More...

ଝଲପ ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଝଲପ ଗ୍ରାମରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ସବୁ ବର୍ଷ ଭଳି ଏକାଠି ମିଶି ନୂଆ ଖାଇଛନ୍ତି । ଏହି ଅବସରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଧୀର
Read More...

ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ – ୨୦୨୩ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଯାଇଛି । ପରିବାରର ମୋଟ୍‌ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ ।
Read More...