Daily Archives

ପାଇକମାଲ ବ୍ଲକରେ ମାଣ୍ତିଆ ଚାଷ ପାଇଁ ସଚେତନତା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସଭାଗୃହ ଠାରେ ସରପଞ୍ଚ, ସମିତିସଭ୍ୟ ଓ ଓଡିଶା ଜୀବିକା ମିଶନର ସିଆରପି ଓ କୃଷିମିତ୍ର, ସରକାରୀ କୃଷି ବିଭାଗ ଓ ଚାଷୀ ମାନଙ୍କୁ ନେଇ ମିଲେଟ ମିଶନର ପ୍ରଚାର ପ୍ରସାର କିଭଲି ଭାବରେ ହୋଇ ପାରିବ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ପାଇକମାଲ
Read More...

ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲିଠାରୁ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିଅମ୍‌ ଠାରେ ବଲାଙ୍ଗିର ଜିଲ୍ଲା
Read More...

ମାଛ ଧରିବାକୁ ଯାଇ ମୃତ୍ୟୁବରଣ କରିଥିବା ଗୁଲେଖଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଲୋଇସିଂହା ବିଧାୟକ ଡଃ.…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ପଂଚାୟତର ରେଢ଼ା ଚେକ ଡେମକୁ ଗତକାଲି ପୂର୍ବାହ୍ନରେ ପିପିଲି ଗ୍ରାମର ୩ ଜଣ ମାଛ ମାରିବାକୁ ଯାଇ ଅଘଟଣର ଶିକାର ହୋଇଥିଲେ । ୩ ଜଣ ଯାକ ମାଛଧରା ଜାଲ ନେଇ ରେଢା ଚେକ୍‌ଡେମ୍‌କୁ ମାଛ ଧରିବାକୁ ଯାଇଥିଲେ । ଜାଲ ପକାଇ ମାଛ
Read More...

ବର୍ଷା ପାଇଁ ଭଗବାନଙ୍କ ଶରଣରେ ଚାଷୀ, ପାଣି ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛୋଟ ସମୟରେ ଆପଣ ନିଶ୍ଚୟ ପଢ଼ିଥିବେ ବେଙ୍ଗ ବେଙ୍ଗୁଲିର ବାହାଘର କଥା । ଏହା କେବଳ କାହାଣୀ ତାହା ନୁହେଁ ବରଂ ଏହା ଏକ ପାରମ୍ପରିକ ପରମ୍ପରା । ଏହି ପରମ୍ପରା ଆଜି ବି ଜୀବନ୍ତ ରହିଛି । ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଅନ୍ତର୍ଗତ ଝାଲବାହାଲ ଗ୍ରାମରେ
Read More...

ସମଲେଶ୍ୱରୀ ମନ୍ଦିରର ସ୍ଥିତି ପରଖିଲେ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଫଳରେ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିର ଭିତରକୁ ବର୍ଷା ଜଳ ପଶି ଯାଇଥିବା ବେଳେ ନାହିଁ ନଥିବା ଅସୁବିଧା ଦେଖାଦେଇଥିଲା । ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗତକାଲି ସଂଧ୍ୟାରେ ସମଲେଶ୍ୱରୀ ମନ୍ଦିର ପହଂଚି ସ୍ଥିତି ଦେଖିବା ସହ
Read More...

ଜୁଆ ଆଡ୍ଡାରୁ ୫ ଜୁଆଡ଼ି ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାଗରପଡ଼ାସ୍ଥିତ ଏକ କ୍ଲବ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୫ ଜୁଆଡ଼ିଙ୍କୁ ଗିରଫ୍‌ କରିଛି । ସେମାନଙ୍କଠାରୁ ୫୩ ହଜାର ୪ ଶହ ଟଙ୍କା ଜବତ କରାଯାଇଥିବା ନେଇ ଟାଉନ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ ଜଣାଇଛନ୍ତି । ମିଳିଥିବା ସୂଚନା
Read More...

ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତନଖି ଓ ତଦାରଖ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଏହି ହସ୍ପିଟାଲର ରୂପରେଖ ବଦଳିଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମ୍ପ୍ରତି
Read More...

ପଦ୍ମପୁର ଶିକ୍ଷକ ଆନ୍ଦୋଳନ ଦ୍ଵିତୀୟ ଦିନରେ ଗଣଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୧୦ ଘଣ୍ଟା ସମୟରେ ପଦ୍ମପୁର ବିଇଓ ଅଫିସ ପ୍ରାଙ୍ଗଣରେ ରଘୁନାଥ ପୁରୀଙ୍କ ସଭାପତିତ୍ୱରେ ଶିକ୍ଷକଙ୍କ ଗଣଧାରଣା ଦ୍ବତୀୟ ଦିନ ଅନୁଷ୍ଠିତ ହୋଇଯାଇଛି । ଆଜି ସମାଜସେବୀ ନିରୋଜ ଦୋରା ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ଏହି ଗଣ
Read More...

ତିନି ଦଫା ଦାବୀ ପୂରଣ ନେଇ ପାଇକମାଲ ଓ ଝାରବନ୍ଧ ଶିକ୍ଷକଙ୍କ ଗଣଧାରଣାରେ ଦ୍ଵିତୀୟ ଦିନ : ଧାରଣାରେ ସାମିଲ ହୋଇ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପ୍ରତିକୂଳ ପାଗରେ ପାଇକମାଲ ଓ ଝାରବନ୍ଧ ବ୍ଲକ ପ୍ରାଥମିକ ଶିକ୍ଷକମାନେ ତିନି ଦଫା ଦାବୀରେ ସାମୁହିକ ଛୁଟିରେ ରହି ଦ୍ଵିତୀୟ ଦିନ ପାଇକମାଲ ଓ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ପାଇକମାଲ ଓ ଝାରବନ୍ଧ ଏହି
Read More...

ବିଶ୍ୱକର୍ମା ଜୟନ୍ତୀ ଅବସରରେ ୧୭ ସେପ୍ଟେମ୍ବର, ୨୦୨୩ ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍…

● ଏହି ଯୋଜନା ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ● 'ପିଏମ୍ ବିଶ୍ୱକର୍ମା' ଯୋଜନା ପାଇଁ ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ
Read More...
error: Content is protected !!