Daily Archives

ସେପ୍ଟେମ୍ୱର ୧୧ରେ ଆହୁତ କୋଶଲ ମହାବନ୍ଦକୁ ସ୍ଥଗିତ ଘୋଷଣା କଲା କୋଶଲ ସେନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ରେ କୋଶଲ ସଂଗ୍ରାମୀ ତଥା କୋଶଲ ସପକ୍ଷବାଦୀଙ୍କ ଉପରେ ହୋଇଥିବା ଦମନଲୀଳା ପ୍ରତିବାଦରେ ଆଗାମୀ ସେପ୍ଟେମ୍ବର ୧୧ରେ କୋଶଲ ସେନା ପକ୍ଷରୁ ମହାବନ୍ଦର ଡାକରା ଦିଆଯାଇଥିଲା । ତେବେ କେତେକ ଅନିବାର୍ୟ୍ୟ କାରଣବଶତଃ ଏହି ମହାବନ୍ଦକୁ ସ୍ଥଗିତ ରଖାଯାଇଥିବା କୋଶଲ…
Read More...

ମରକ୍କୋ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨ ହଜାର ଟପିଲା

ମରକ୍କୋ : ଆଫ୍ରିକୀୟ ଦେଶ ମରକ୍କୋରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ହେବା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ ୨୦୦୦ରୁ ଅଧିକଙ୍କ ମୃତ୍ୟୁ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । …
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସଇଁତଲା, (ପ୍ରମୋଦ ସେଲମା) : ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗି ଜିଲ୍ଲାର ସଇଁତଲା ବ୍ଲକରେ ଡେଙ୍ଗ ଗ୍ରାମର ବିଦ୍ୟାଳୟ ପରିସରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ଅବସରରେ ଛାତ୍ରଛାତ୍ରୀ ଓ…
Read More...

୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ : ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ

ଦାବୀପତ୍ର ଦେବା ମାସେ ବିତିଲା ହେଲେ ଶିକ୍ଷକ ସମସ୍ୟା ପୂରଣ ହେଲା ନାହିଁ, ସାଧାରଣରେ ଅସନ୍ତୋଷ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ…
Read More...

ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ଠପ୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଡେଲାଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ୱିତୀୟ ଦିନର ଧାରଣା ଓ ପ୍ରତିବାଦ ସଭା ଜାରି ରଖିଥିଲେ । ଏହା ଫଳରେ ଡେଲାଙ୍ଗ ବ୍ଲକ୍‌ର…
Read More...

ମାଛଚାଷରେ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଛଚାଷରେ ଗୋଟିଏ ପୋଖରୀରୁ ବାର୍ଷିକ ଲକ୍ଷାଧିକ ଟଙ୍କାର ଆୟ ହେବା ଲକ୍ଷ୍ୟ ରଖାଯାଇଛି । ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତରେ ପ୍ରାୟତଃ ୫ ଶହ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି ବୋଲି ଆଇ.ଆର.ଇ.ଏଲ୍.(ଇଣ୍ଡିଆ) କର୍ତ୍ତୃପକ୍ଷ କହିଛନ୍ତି ।…
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିନ୍ଦ୍ରା ଫାଇନାନ୍ସ ଓ ଦେଓଗାଁ ସ୍ଥିତ ଗାନ୍ଧୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା…
Read More...