Daily Archives

ଏଆଇଟିୟୁସିର ଶ୍ରମିକ ପ୍ରଶିକ୍ଷଣ ଶିବିର ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା କମିଟି ଏବଂ ଦୂତିକୃଷ୍ଣ ପଣ୍ଡା ସ୍ମାରକୀ ଓ ଦାତବ୍ୟ ଟ୍ରଷ୍ଟ ପକ୍ଷରୁ ପଶ୍ଚିମ ଓଡିଶାର ଏଆଇଟିୟୁସି ସହ ଅନୁବଦ୍ଧିତ ବିଭିନ୍ନ କ୍ଷେତ୍ରର ଆଗୁଆ ଶ୍ରମିକସାଥୀମାନଙ୍କର ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ଏଆଇଟିୟୁସିର ଉପସଭାପତି
Read More...

କିରାବାହାଲ ଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତ କିରାବାହାଲକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଖଲିଆପାଲି ପଂଚାୟତର ପ୍ରତ୍ୟେକ ଗାଁ ସାଙ୍ଗରେ ମୋର ଭାବଗତ ସମ୍ପର୍କ ଅଛି । ବିଶେଷ କରି ଏହି ପଂଚାୟତ ଅନ୍ତର୍ଗତ କିରାବାହାଲ ଗାଁ କୁ
Read More...

ବଲାଙ୍ଗିର ଭୁଲିଆ ତରଫରୁ ସମାଜ କେନ୍ଦ୍ର ବୋର୍ଡ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ଭୁଲିଆ ମେହେର ସମାଜ ବଲାଙ୍ଗିର ତରଫରୁ ବଲାଙ୍ଗିର କେନ୍ଦ୍ର ବୋର୍ଡ ଗଠନ ସମ୍ବନ୍ଧୀୟ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁଲିଆ ସମାଜ କେନ୍ଦ୍ର ବୋର୍ଡ, ବଲାଙ୍ଗିରର କାର୍ଯ୍ୟକର୍ତ୍ତା ଏବଂ ଏହା
Read More...

ଜୀବନବୀମା ଅଭିକର୍ତ୍ତା ସଂଘ ପକ୍ଷରୁ ଅଭିକର୍ତ୍ତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୀମା ସପ୍ତାହ ପାଳନ ଅବସରରେ ଭାରତୀୟ ଜିବନ ବୀମା ନିଗମର ଶାଖା କାର୍ଯ୍ୟାଳୟ ଠାରେ ଅଭିକର୍ତ୍ତା ସଂଗଠନ ପକ୍ଷରୁ ଅଭିକର୍ତ୍ତା ଦିବସ ପାଳିତ ହୋଇଯାଇଛି । ସଂଗଠନର ଶାଖା ସଭାପତି ଅସୀମ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶତାଧିକ ଅଭିକର୍ତ୍ତା ଏହି କାର୍ଯ୍ୟକ୍ରମରେ
Read More...