Daily Archives

ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିର ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ୨୨ ନଂ ଜୋନର ତୁଷୁରାବାହାଲ ପଞ୍ଚାୟତ ଡଙ୍ଗାଘାଟ, ଚୁଡାପାଲି, ଖୁଟପାଲି ପଞ୍ଚାୟତର ହର୍ଡାଟାଲ, ଝାଙ୍କରପାଲି
Read More...

ଆଇନ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା
Read More...

ଗାଇସିଲେଟ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ସମାରୋହକୁ ଏବିଇଓ ନେହେରୁ ଦାଶ ମୁଖ୍ୟ ଅତିଥି ଓ ସରକାରୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା
Read More...

ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା

୧୩ରେ ଘେରିବ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇଙ୍କ ସହ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ବରଗଡ଼ ଜିଲ୍ଲା କମିଟିକୁ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ପଦ୍ମପୁର ସବ୍ ଡିଭିଜନର ୯ଟି ଥାନା
Read More...

ଅଘରିଆ ସମାଜକୁ ଜମି ପ୍ରଦାନ ନେଇ ଚଞ୍ଚକତା ଅଭିଯୋଗ

ନରସିଂହଙ୍କୁ ଭେଟି ଦାବୀପତ୍ର ଦେଲେ ଅଖିଳ ଭାରତୀୟ ଅଘରିଆ ସମାଜସମସ୍ୟାକୁ ନେଇ ବିଭାଗୀୟ ସଚିବଙ୍କ ସହ ହେବ ଆଲୋଚନା : ନରସିଂହଦରକାର ପଡିଲେ ବିଧାନସଭାରେ ହେବ ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଝାରସୁଗୁଡା ଉପନିର୍ବାଚନ ସମୟରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ
Read More...

ଆୟୁଷ ଡାକ୍ତରୀ ଛାତ୍ରଙ୍କ ଧାରଣ ସ୍ଥଳରେ ନରସିଂହ

ସମସ୍ତ ନ୍ୟାର୍ଯ୍ୟ ଦାବୀକୁ ନେଇ ମନ୍ତ୍ରୀ ଓ ସଚିବ ସ୍ତରରେ ହେବ ଆଲୋଚନାଦାବୀକୁ ନେଇ ବିଧାନସଭାରେ ହେବ ଲଢେଇ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମଧ୍ୟାହ୍ନ ଘ.୧୨ରେ ସ୍ଥାନୀୟ ସରକାରୀ ଆୟୁର୍ବେଦିକ କଲେଜ ସମ୍ମୁଖରେ ହୋମିଓପ୍ୟାଥି ମେଡିକାଲ ଷ୍ଟୁଡେଷ୍ଟ ଏସୋସିଏସନ୍‌ ଏବଂ
Read More...

ଡଃ ଆରତୀ କରଙ୍କ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ପୁସ୍ତକ ଉନ୍ମୋଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ବରର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ଦ୍ବାରା ପ୍ରକାଶିତ ଡଃ ଆରତୀ କରଙ୍କ ରଚିତ ପୁସ୍ତକ 'ପୁଣ୍ୟାତ୍ମା ଗୋପବନ୍ଧୁ' ସିଭିଲଟାଉନ ସିପ ସ୍ଥିତ ନିଉ ଏଲଆଇସି କଲୋନୀର ଡେଭଲୋପଡ ଏରିଆ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉନ୍ମୋଚିତ ହୋଇଯାଇଛି ।
Read More...

ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ : ପଦ୍ମପୁର ଅଞ୍ଚଳ ପାଇଁ ଏକ ଅପୁରଣୀୟ କ୍ଷତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିଜୁ ଜନତାଦଳର ବରିଷ୍ଠ ନେତା ତଥା ଓଡିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ସ୍ବର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ପାଇକମାଲ ଭାରତୀୟ ଜନତା
Read More...

ହଜିଗଲା ମାନବିକତା : ନବଜାତକୁ ପାଇଖାନା ଭିତରେ ଛାଡି ଚାଲିଗଲା ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ସମାଜରେ ହଜିଯାଉଛି ମାନବିକତା । କୁହାଯାଏ, ଜଗତରେ ସବୁ ହଜିଗଲେ ବି ମାତୃତ୍ୱ ସହିସଲାମତ୍‌ ରହିଥାଏ । କିନ୍ତୁ ଏଥିରେ ଆଜି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମା'ର ସ୍ନେହ ଶ୍ରଦ୍ଧା ବାତ୍ସଲ୍ୟ ଆଜି ହଜିଗଲା ଭଳି ମନେ ହେଉଛି ଏହି ଘଟଣା ଦେଖିବା ପରେ । ଆଜି
Read More...

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ରଛାତ୍ରୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତର ସର୍ଗିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଚିରାଙ୍ଗୁଳଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
Read More...