Monthly Archives

August 2023

ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି : ୩ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବିଲମ୍ବର ହିଆଁଲ, ସୋନିଆ ସେଲମା, କୈକେୟା ବେହେରା ବୋଲି
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର, ପକ୍କା ଘର ସାତସପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ଗନ୍ଧରାବନ୍ଧ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ଗାଁର କିଶୋର ନାଏକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର
Read More...

ବିଦ୍ୟୁତ ସେବାରୁ ବଂଚିତ ତିନୋଟି ପଞ୍ଚାୟତ ଲୋକେ ଘେରିଲେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ସେବାରୁ ବଂଚିତ ହୋଇଥିବା ତିନୋଟି ପଞ୍ଚାୟତର ଲୋକେ ଆଜି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସୁକତେଲ ଜଳ ଭଣ୍ଡାରରେ ୧୧ କେଭି ବିଦ୍ୟୁତ ଖୁଣ୍ଟ ବୁଡି ଅନ୍ଧାରରେ
Read More...

ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ବଦଳି ହୋଇଯାଇଛି । ଏହି ଅବସରରେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶ୍ରମିକ ନେତା ଶଙ୍କର ଦାଶ୍‌ଙ୍କ ନେତ୍ତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ତାଙ୍କୁ ବିଦାୟ
Read More...

ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ : ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଯାହାକି, ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି ଏକ ଅଭିନବ ରାୟ ଶୁଣାଇଛନ୍ତି । MACT ଆକ୍ଟ ୧୬୬ ଅନୁସାରେ, ଯେଉଁଠି ଆକ୍ସିଡେଣ୍ଟ ହେବ, ସେଇଠି ହିଁ କେସ ହବ ଓ
Read More...

ଦିଲ୍ଲୀ ଅର୍ଡିନାନ୍ସକୁ ଆଇନ ବିଲ୍ ଏକ ଅଗଣତାନ୍ତ୍ରିକ ପଦ୍ଧତି : ଆପ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ମୋଦୀ ସରକାର ଆଣିଛନ୍ତି ଏକ ନୂତନ ଆଇନ । ଯାହା ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛନ୍ତି ବୋଲି କୁହାଯାଏ । ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ
Read More...

ଜୁନିଅର ରେଡ଼କ୍ରସ କାଉନସିଲରଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ଉଲୁଣ୍ଡା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟରେ ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକର ଜୁନିଅର ରେଡ଼କ୍ରସ କାଉନସିଲରମାନଙ୍କୁ ନେଇ ଏକ ଦିବସୀୟ ତଥ୍ୟ ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା
Read More...

ଥାନାରେ ରିପୋର୍ଟ କଲେ ମାଡପିଟ ହେବା ପାଇଁ ପୋଲିସ ପରାମର୍ଶ ଦେଉଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଥାନାରେ ରିପୋର୍ଟ କଲେ ମାଡପିଟ ହେବା ପାଇଁ ପୋଲିସ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଇକମାଲ ଥାନା ଅନ୍ତର୍ଗତ ବ୍ରାହ୍ମଣଡିହି ଗ୍ରାମର ଦୁର୍ଯ୍ୟୋଧନ ଭୋଇ ଜଣେ ୭୫ ବର୍ଷ ବୟସ୍କ ଆଦିବାସୀ । ଦୀର୍ଘ ବର୍ଷ ଧରି ଘର କରି ରହୁଥିବା ନିଜ
Read More...

କଂଗ୍ରେସର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ରାୟଗଡ଼ା : ରାୟଗଡ଼ା ସଦର ମହକୁମାସ୍ଥିତ ଟାଉନ୍ ହଲଠାରେ କୋରାପୁଟ ସଂସଦୀୟ କ୍ଷେତ୍ରର ନବ ନିର୍ବାଚିତ ଯୁବ କଂଗ୍ରେସ ପଦାଅଧିକାରୀକୁ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବତନ ରାୟଗଡ଼ା ବିଧାନସଭା ଯୁବ କଂଗ୍ରେସ ଅଶୋକ ପୁଆଲା, ରାୟଗଡ଼ା ଜିଲ୍ଲା ପୂର୍ବତନ
Read More...

ଯୁଯୁମୁରାରେ ବର୍ଷା ପାଣିରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଯୁଯୁମୁରା : ସମ୍ବଲପୁର ଯୁଯୁମୁରାରେ ବର୍ଷା ପାଣିରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ଭାଙ୍ଗିଯାଇଥିବା ଦାନ୍ତରିପୋଲ ତଳେ ଭାସିଯାଇ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଭାସିଯାଇଥିବା ବ୍ୟକ୍ତି ଜଣକ ହେଲେ ଯୁଯୁମୁରା ବ୍ଲକ
Read More...