Daily Archives

ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ : କାରଣ ଅସ୍ପଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଲର୍କି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଲବାର ସକାଳୁ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ଲର୍କି ଗ୍ରାମର ଦିଲିପ ସେଠ (୨୩) । କଂଟାବାଂଜି ଜି.ଆର.ପି. ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ
Read More...

କାଳ ହେଲା ବାଲ ବିକାଶ କାର୍ଯ୍ୟକ୍ରମ : ସ୍କୁଲ ପରିସର ଗଛରୁ ପଡ଼ି ନବମ ଶ୍ରେଣୀ ଛାତ୍ର ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ପ୍ରାୟ ୩ଟା ବେଳେ ସାଇ ସଂଗଠନ ପକ୍ଷରୁ ଚାଲିଥିବା ବାଲ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ସ୍କୁଲ ପରିସରରେ ଥିବା କଦମ୍ବ ଗଛରୁ ପଡି ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲ ଉନ୍ନୀତ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବୁଦ୍ଧିଜୀବୀ ସମ୍ମିଳନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ
Read More...

ପଦ୍ମପୁର ଉପଖଣ୍ଡରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ପାଇଁ ବିଜେପି ପକ୍ଷରୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ପଦ୍ମପୁର ଉପଖଣ୍ଡ ଛତିଶଗଡ ସୀମାବର୍ତ୍ତୀ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ମୋଟ ୬ଟି ବ୍ଲକକୁ ନେଇ ଗଠିତ
Read More...

ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ : ଯୋଗ ଦେଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ଏହି ଉପଳକ୍ଷେ ବୃକ୍ଷ
Read More...

ତାଲପାଲିପଡା ବନ୍ଧରେ ଜଳ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ତାଲପାଲି ପଡା ବନ୍ଧରେ ୱାର୍ଡ ନଂ ୪ କ୍ରିିୟାନୁ୍‌ଷ୍ଠାନ କମିଟି, କଂଗ୍ରେସ ଦଳ ଓ ତାଲପାଲିପଡାବାସୀଙ୍କ ଦ୍ୱାରା ଜଳ ସତ୍ୟାଗ୍ରହ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଜଳ ସତ୍ୟାଗ୍ରହରେ ବନ୍ଧର ପୁନଃ ଉଦ୍ଧାର ପାଇଁ
Read More...

ପୂର୍ଣ୍ଣାଙ୍ଗ ରୂପ ନେଇଛି ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ

ବଲାଙ୍ଗିର ମାଟିର ସ୍ୱପ୍ନ ଆଜି ସାକାର ହୋଇଛି । ଲୋୟର୍‌ ସୁକ୍‌ତେଲ୍‌ ପ୍ରକଳ୍ପ ଆଜି ପୂର୍ଣ୍ଣାଙ୍ଗ ରୂପ ନେଇଛି । ଲହଡ଼ା ମାରୁଛି ଲୋୟର ସୁକତେଲ ଡ୍ୟା୍‌ମରେ ଭରପୁର ପାଣି । ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ ଏବେ ସମୃଦ୍ଧ ହେବାରେ ଲାଗିଛି । ଏଭଳି
Read More...

ମାୟାବର୍ହା ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ପରିଦର୍ଶନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ା. ରାଧାକାନ୍ତ ଗଡତିଆ ପରିଦର୍ଶନ କରିଛନ୍ତି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସ୍କୁଲ ହାଉସ
Read More...

ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର କଲେ ସମ୍ପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇଠାରୁ ଆରମ୍ଭ ହୋଇଯାଇଛି । ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଲଉଡ଼ିଦରହା ସେବା ସମବାୟ ସମିତି ଅଧୀନରେ ଥିବା
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁଗୁଡ଼ିକରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବିଷୟରେ ଦୁର୍ନୀତି ଘଟୁଛି । ଜନସାଧାରଣଙ୍କ କହିବା ମୁତାବକ ତେଲିଆ ମୁଣ୍ଡରେ ତେଲ ହେଉଛି । ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି
Read More...