Daily Archives

ସଇଁତଳା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ସଇଁତଳା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

ସାଲେଭଟା ସାପ୍ତାହିକ ବଜାର ନିକଟରେ ଦହି ସରବତ ବଣ୍ଟନ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସାପ୍ତାହିକ ବଜାର ନିକଟରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ତରଫରୁ ଦୂର ଦୂରାନ୍ତରୁ ବଜାର କରି ଆସିଥିବା ତଥା ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା । ଉକ୍ତ
Read More...

ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ବିଭତ୍ସ ହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ଅତି ନିର୍ମମ ଓ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘଟଣାଟି ଘଟିଛି, ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ । ଏବେ ଏହି ହୃଦୟ ବିଦାରକ ଘଟଣା ସାମାଜିକ
Read More...

ଗଞ୍ଜାମର ୬ ଜଣ ସାହିତ୍ୟ ଅନୁଷ୍ଠାନର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା - ୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିରଠାରେ ଗତକାଲି ଅନୁଷ୍ଠିତ
Read More...

ଦୀର୍ଘ ୧୭ ବର୍ଷ ପରେ ଶଙ୍କର ବେହେରା ଓରଫ୍ କୋକୋଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବହୁ ବର୍ଷ ଧରି ଆତ୍ମଗୋପନ କରିଥିବା ଅପରାଧୀ ଶଙ୍କର ବେହେରା ଓରଫ୍ କୋକୋଙ୍କୁ ଗିରଫ କରିଛି ଗୋଷାଣିନୂଆଁଗାଁ ଥାନା ପୋଲିସ । ଦୁଇ ଦିନ ତଳେ ସେସନ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶଙ୍କରଙ୍କ ନେହେରୁନଗରରେ ଥିବା ତାଙ୍କ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବୀରେ ଗ୍ରାମବାସୀଙ୍କ ଧାରଣା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଲୁଥୁରବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ରବିବାର ଦିନ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ତୁଲାଙ୍ଗ ନିକଟରେ ଏକ ପିକ ଅପ୍ ଗାଡ଼ି ସଙ୍ଗେ ଧକ୍କା ହେବା ଯୋଗୁଁ ଗୁରୁତର ଅବସ୍ଥାରେ
Read More...

ସୂର୍ଯ୍ୟକାନ୍ତି ସାହୁଙ୍କ ଦ୍ୱାଦଶାହରେ ଯୋଗଦେଲେ ପୋଲସରା ବିଧାୟକଙ୍କ ପତ୍ନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବି. ନୂଆଁପଲ୍ଲୀ ଗ୍ରାମରେ ସ୍ୱର୍ଗତ ସୂର୍ଯ୍ୟକାନ୍ତି ସାହୁଙ୍କ ଦ୍ୱାଦଶାହ ଦିବସ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଅଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ
Read More...

ଶିଶୁ ଓ ମହିଳା ବିକାଶ ସୋସାଇଟି ପକ୍ଷରୁ ଅଂଶୁଘାତ ପ୍ରତି ସଚେତନତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଚେତନତାରେ ସୁରକ୍ଷା ଆମର ବାର୍ତ୍ତାକୁ ପାଥେୟ କରି ଶିଶୁ ଓ ମହିଳା ବିକାଶ ସୋସାଇଟି (ସିଡବ୍ଲୁଡିଏସ୍‌)ର ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ରେଡ଼କ୍ରସ ସୋସାଇଟିର ପୂର୍ବତନ ଅବୈତନିକ ସଚିବ ମେଜର ଡା. କଳ୍ପନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବଲାଙ୍ଗିର
Read More...

ଛତ୍ରପୁରରେ ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଛତ୍ରପୁର ସହରର ଅପର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଭାରତରତ୍ନପ୍ରାପ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ତାଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ଲୋଇସିଂହା ମହାବିଦ୍ୟାଳୟ ଆଲୁମିନି କର୍ମକର୍ତ୍ତା ଗଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ସଭାଗୃହରେ କଲେଜର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋ' କଲେଜର ଆବାହକ ଶାନ୍ତିପ୍ରିୟା ହୋତା ନିଜ ଅଭିଭାଷଣରେ ଗୋଟିଏ କଲେଜର
Read More...