Daily Archives

ଡ୍ରାଇଭର ଓ ହେଲପରକୁ ବାନ୍ଧି ହାଇୱା ଗାଡି ଲୁଟ୍ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ରଘୁଆଳ ସାହି ଓଭରବ୍ରିଜ ନିକଟରୁ ମଙ୍ଗଳବାର ରାତିରେ ଏକ ହାଇୱା ଗାଡ଼ି ଲୁଟ୍ ହୋଇଥିବା ନେଇ ଗାଡ଼ିର ଡ୍ରାଇଭର ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜ୍ୟୋତିପୁର ଗ୍ରାମର ଡ୍ରାଇଭର ସନୁ ନାଏକ ପ୍ରତିଦିନ ଭଳି ମଙ୍ଗଳବାର ରାତି ପ୍ରାୟ…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗତକାଲି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳ ଛାତ୍ରୀ, ବିଭାଗର ମହିଳା କର୍ମଚାରୀ ଓ…
Read More...

ମା’ ବୁଢ଼ି ଠାକୁରାଣୀ ଯାତ୍ରା ପାଇଁ ଚାଲୁ ରହିଛି ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡ) : ମା' ବୁଢ଼ି ଠାକୁରାଣୀଙ୍କ ଯାତ୍ରା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଛାମୁଣ୍ଡିଆ ନିର୍ମାଣ ପାଇଁ କାଠ ପହଞ୍ଚିଛି । ଦେଶୀବେହେରାଙ୍କ ତରଫରୁ ଅସ୍ଥାୟୀ ମଣ୍ଡପ ଏବଂ ସମ୍ମୁଖ ଏକ ବଖରା ଛାମୁଣ୍ଡିଆ ନିର୍ମାଣ କାର୍ଯ୍ୟ ଚାଲୁ…
Read More...

୨୬ରେ ମୁଖ୍ୟମନ୍ତ୍ରୀଙ୍କ ୫ ଘଣ୍ଟିଆ ଗଞ୍ଜାମ ଗସ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟ ୧୦ ମାସ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାକୁ ପୁଣି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ୨୬ ତାରିଖରେ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ସମେତ କବିସୂର୍ଯ୍ୟନଗର ଓ ଛତ୍ରପୁରଠାରେ ସେ ୩ଟି ସମାବେଶରେ ଯୋଗ ଦେବେ ।…
Read More...

‘ଇ-ନାମ’ ମଣ୍ଡି ମାଧ୍ୟମରେ ଅନ୍ତଃରାଜ୍ୟ ବାଣିଜ୍ୟ

ସତ୍ୟବାଦୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚାଷୀ ହସିଲେ ଦେଶ ହସିବ । ଏହି ଲକ୍ଷ ନେଇ ସରକାର ଚାଷୀମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ୬୬ ଗୋଟି ଇ-ନାମ ମଣ୍ଡିରେ ୨୦୯ ପ୍ରକାରର କୃଷିଜାତ ଦ୍ରବ୍ୟ ବିକ୍ରୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।…
Read More...

କାଉନସିଲର ବୈଠକ ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କନଫରେନ୍ସ ହଲ୍‌ରେ ବୁଧବାର କାଉନସିଲର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି ଓ ଏନ୍‌ଏସି ଇଓ ଅବିନାଶ ମିଶ୍ର ମଞ୍ଚାସୀନ…
Read More...

ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ଉଗାଦି’ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍ ପରିସରରେ ତେଲୁଗୁ ସାଂସ୍କୃତିକ ସଂଗଠନ ପକ୍ଷରୁ 'ଉଗାଦି' ପର୍ବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଏକ ଭାଇଚାରା ପର୍ବ ଭାବେ ସାମୁହିକ ଭାବେ ଓଡ଼ିଆ ଓ ତେଲୁଗୁ…
Read More...

ଗଞ୍ଜାମ ଜିଲ୍ଲାବାସୀ ନିଜ ନିଜ ଆଧାର କାର୍ଡ ସଂଶୋଧନ କରାଇନେବା ଜରୁରୀ : ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୟୁଆଇଡିଏଆଇଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଜନସାଧାରଣ ନିଜ ନିଜ ଆଧାର କାର୍ଡଗୁଡ଼ିକ ବିନା ମୂଲ୍ୟରେ ଅପଡେସନ୍ କରାଇବା ନିହାତି ଜରୁରୀ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ…
Read More...

ଇସ୍ପାତ ସାହିତ୍ୟ ସଂସଦର ବିଶ୍ୱ କବିତା ଦିବସ ପାଳିତ

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି : ଉମାକାନ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷର ପବୃତ୍ତି ହେଉଛି କବି ପବୃତ୍ତି । କବିତା ଭିତରେ କବିତା ଥାଏ ବୋଲି ଅଧ୍ୟାପକ ଉମାକାନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଇସ୍ପାତ ସାହିତ୍ୟ ସଂସଦ ତରଫରୁ ଆୟୋଜିତ…
Read More...

କନ୍ୟାରତ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କନ୍ୟାରତ୍ନ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ କନ୍‌ଫରେସନ୍‌ ହଲରେ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ତାଲିମ ଶିବିର ଗଞ୍ଜାମ ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ…
Read More...