Daily Archives

ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଜିଲ୍ଲାରେ 'ଶୂନ୍ୟ ମୃତ୍ୟୁ' ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର : ଅଦ୍ୟ ଅପରାହ୍ନ ୩.୦୦ ଘଣ୍ଟିକା ସମୟରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବେଦୀକୁ ଯିବା ପୂର୍ବରୁ ଉଠିଲା କୋକେଇ : କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଉ ମାତ୍ର ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା । ବନ୍ଧୁ ବାନ୍ଧବଙ୍କୁ ଗୁଆ ଏବଂ ଡକାଡ଼କି ମଧ୍ୟ ସରିଛି । ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା…
Read More...

ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉତ୍ସବ ଆୟୋଜନର ମୂଳଲକ୍ଷ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡିଆରଡିଏ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ…
Read More...

ବିଧବାଙ୍କ ସହିତ ଚୋରା ପୀରତି ମହଙ୍ଗା ପଡିଲା ଯୁବକଙ୍କୁ, ଥାନାରେ ସ୍ତ୍ରୀ ଭାବେ କଲେ ଗ୍ରହଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଚୋରଘର ସବୁଦିନ ଅନ୍ଧାର ନ ଥାଏ । ବିଧବା ମହିଳାଙ୍କ ସହିତ ଚାଲିଥିବା ପରକୀୟା ପ୍ରୀତି ଧରା ପଡିବା ପରେ ଥାନାରେ ଉଭୟ ପ୍ରେମୀ ଯୁଗଳ ଲିଖିତ ରାଜିନାମାରେ ବିବାହ କରିବାକୁ ରାଜି ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅଧିନ…
Read More...

ଜନଜାତି ପ୍ରତିଭାପ୍ରାପ୍ତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ଧମୟନ୍ତୀ କୁମୁରା ସଂପାଦିକା ଆଦିବାସୀ ବିକାଶ ସମନ୍ୱୟ ସମିତି ସାମାଜିକ ସେବା ଓ ଯୋଗ ଏବଂ ସୁଦାମ ବିଶି ସଂପାଦକ ଦୁଲଦୁଲି କଳାପରିଷଦ ଲୋକ ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ…
Read More...

ସଙ୍ଗିତା ମାଝୀଙ୍କୁ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସଙ୍ଗିତା ମାଝୀଙ୍କୁ ଚିତ୍ରକଳାରେ ବିଶେଷ ଅବଦାନ ପାଇଁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଆଦିବାସୀ ପ୍ରଦର୍ଶନି ପଡ଼ିଆ, ଇଉନିଟ୍‌-୧, ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩…
Read More...

ବଡ଼ମାଳ ଗୋଲାବାରୁଦ କାରଖାନାରେ ଚିତାବାଘ ଆତଙ୍କ : ଲୋକେ ଭୟଭୀତ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ନିକଟରେ ଆଜି ୩ଟି ଚିତାବାଘ ବୁଲୁ ଥିବା ସୂଚନା ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ରାସ୍ତା ଦେଇ…
Read More...

କୁଧରେନପାଲି ବିଦ୍ୟାଳୟକୁ ସୋହେଲା ବ୍ଲକ ସିଆର୍‌ସିସିମାନଙ୍କ ପରିଭ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ସୋହେଲା ବ୍ଲକର ପାଞ୍ଚ ଜଣ ସିଆର୍‌ସିସି ପରିଭ୍ରମଣ କରିଥିବା ଜଣାପଡିଛି । ସିଆର୍‌ସିସିମାନେ ହେଲେ କେଦାର ନାଥ ସାହୁ, କନଗାଁ କ୍ଳଷ୍ଟର, ନରେଶ ଚନ୍ଦ୍ର ସାହୁ,…
Read More...

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ : ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ…
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗତକାଲି ମହାସମାରୋହରେ ଏଥିପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ୪୦ରେ…
Read More...