Daily Archives

ଟ୍ରେନ୍‌ରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଳ ଷ୍ଟେସନ ନିକଟସ୍ଥ ଘୁଚିପାଲି ଠାରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମହିଳା
Read More...

ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ସପ୍ତଯଜ୍ଞ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

• ଡ଼ି.ଏସ.ପି.(ଡ଼ି.ଆଇ.ବି.) ଅଜୟ କୁମାର ମିଶ୍ର ଓ ପ୍ରମୁଖ ପୋଲିସ ଅଧିକାରୀଙ୍କ ଅନୁଧ୍ୟାନ ସରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ପ୍ରସିଦ୍ଧ ଐତିହ୍ୟସମ୍ପନ୍ନ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ନିମନ୍ତେ ଆଉ ମାତ୍ର ୩
Read More...

ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପିତ

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସମରସିଂ ଗାଁରେ ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ହୁଳହୁଳି ହରିବୋଳ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଭଜନ କୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞରେ ଆହୁତି
Read More...

ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କଲା ରେଳବାଇ ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କରିଛି ରେଳବାଇ ପୋଲିସ । ସୂଚନା ଅନୁସାରେ ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନଠାରେ ଦୀର୍ଘ ୪ଘଣ୍ଟା ଧରି ଜଣେ ମାନସିକ ବିକୃତ ଯୁବକ ବ୍ରହ୍ମପୁର ରେଳ ଷ୍ଟେସନରେ
Read More...

ତେଲିବନ୍ଧ ସ୍କୁଲରେ ହିମୋଗ୍ଲୋବିନ ପରୀକ୍ଷା ଶିବିର

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୪ଜଣ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କ
Read More...

ବିଧାନସଭା ବଜେଟ ଅଧିବେଶନ ଫେବୃୟାରୀ ୨୧ରୁ

ଭୁବନେଶ୍ୱର : ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ୟ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ
Read More...

ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟାପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ ।ସୂଚନା ଅନୁଯାୟୀ, ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଭାବ ଏତେ
Read More...

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆର୍‌ଏସ୍‌ପି ଓ ଏନ୍‌ଆଇଟି ମଧ୍ୟରେ ଏମ୍‌ଓୟୁ

ସୁନ୍ଦରଗଡ : ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ
Read More...

ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ୟ୍ୟ ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‌ଘାଟନ
Read More...

ବାଇକ ଉପରେ ପଡିଲା ଗଛଡାଳ : ଦମ୍ପତି ଗୁରୁତର

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା । ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି । ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...
error: Content is protected !!