Monthly Archives

January 2023

ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର

ଜରାସିଂହା, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହିରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ୧୩ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସୁମତି ସେଠ୍‌
Read More...

ଦୃଷ୍ଟିହୀନମାନଙ୍କ ସାମଗ୍ରୀକ କଲ୍ୟାଣ ପାଇଁ ଓବିଏଫ୍‌ର ଉଦ୍ୟମ ପ୍ରଶଂସନୀୟ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ ସାମଗ୍ରୀକ କଲ୍ୟାଣ ପାଇଁ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ (ଓବିଏଫ)ର ଉଦ୍ୟମ ପ୍ରଶଂସନୀୟ ବୋଲି ୨୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଭିନ୍ନ ବକ୍ତା ମତପୋଷଣ କରିଛନ୍ତି । ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ
Read More...

ବର୍ତ୍ତମାନ ରୁଷ ଏବଂ ଆମେରିକା ମଧ୍ୟ ଯୁଦ୍ଧର ନିକଟତର ହେଉଛନ୍ତି, ହ୍ୱାଇଟ ହାଉସକୁ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାରାତ୍ମକ ଅସ୍ତ୍ର ଯୋଗାଇବା ଏବଂ ୟୁରୋପୀୟ ଦେଶଗୁଡ଼ିକୁ ରୁଷ ବିରୁଦ୍ଧରେ ଏକତ୍ର କରିବା ଜୋ ବାଇଡେନଙ୍କୁ ମହଙ୍ଗା ପଡ଼ିପାରେ । ରୁଷର ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗି ରୟାବକୋଭ ୟୁକ୍ରେନକୁ ମାରାତ୍ମକ ଅସ୍ତ୍ର
Read More...

ପାପର ହାଣ୍ଡି ପୂରିଗଲା : ଜଣେ ଶିଷ୍ୟଙ୍କୁ ବଳାତ୍କାର ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ

ଗାନ୍ଧିନଗର : ସାଧୁ ବସ୍ତ୍ର ପରିଧାନ କରିଥିବା ଆଶାରାମ ବାପୁଙ୍କ ପାପର ହାଣ୍ଡି ପୂରିଯାଇଛି । ବଳାତ୍କାର ମାମଲାରେ ତାଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଗାନ୍ଧିନଗର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ବଳାତ୍କାର ମାମଲାରେ କୋର୍ଟ ଅସାରାମଙ୍କୁ ଦୋଷୀ
Read More...

ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଘୋଷଣା

ବିଶାଖାପାଟନମ୍‌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଶାଖାପାଟନମ୍ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି । ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, "ମୁଁ ସମସ୍ତଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ
Read More...

ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିବା ଆରମ୍ଭ କଲା ବିମାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରୁ ଜାମସେଦପୁରକୁ ଉଡିବା ଆରମ୍ଭ କଲା ବିମାନ । ମଙ୍ଗଳବାର ସକାଳ ୭ଟା ୩୦ ମିନିଟ୍‌ରେ ଇଣ୍ଡିଆ ଏୟାର ୱାନ ବିମାନ ଉଡାଣ ଆରମ୍ଭ କରିଥିଲା । ପ୍ରଥମ ଦିନରେ ଭୁବନେଶ୍ୱରରୁ ଜାମସେଦପୁରକୁ ୫ ଜଣ ଯାତ୍ରୀ ବିମାନରେ ଯାଇଥିଲେ । ସେହିପରି ଜାମସେଦପୁରରୁ
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ସାଉଥକୋ ଇଲେକ୍ଟ୍ରିକାଲ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଗଞ୍ଜାମ ଓ ପୁରୀ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚଢାଉ ଚାଲିଥିବା
Read More...

୫୦ଟି ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ । ଆଞ୍ଚଳିକ କନେକ୍ଟିଭିଟି ସ୍କିମ୍ (ଆରସିଏସ୍) - UDAN ଯୋଜନାରେ ଚାରୋଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ ସୃଷ୍ଟି ପାଇଁ ନବୀନ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର

ଜାମଗାଁ : ୪୯ ନମ୍ବର ଜାତୀୟ ରାଜପଥ କୁହାକୁଣ୍ଡା ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ,
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଗୋପାଳକୃଷ୍ଣ ଦାସଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ପୈତୃକ ଘରେ ବିଏନ୍‌ପୁର ଥାନା ଜଳେଶ୍ଵରକଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି । ଗୋପାଳକୃଷ୍ଣ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚୁରା
Read More...
error: Content is protected !!