ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ କଦମ୍ବପଡାର ଶ୍ୟାମ ନାଗ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ କଦମ୍ବପଡାର ଶ୍ୟାମ ନାଗ ପରିବାର ପ୍ରତିପୋଷଣ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଶ୍ୟାମଙ୍କ କହିବା ଅନୁସାରେ ତାଙ୍କୁ କିଛି ବର୍ଷ ହେବ ମଧୁମେୟ ରୋଗ ହୋଇ ତାଙ୍କ ଆଖିର ଦୃଷ୍ଟିଶକ୍ତି କମି ଯାଇଛି!-->…
Read More...
Read More...