Daily Archives

ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ : ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି । ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି । ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ ସୀମାରେ ରାହୁଲ ଗାନ୍ଧୀଙ୍କୁ
Read More...

ବାରହା ଫାଶରେ ପଡି ଯୁବକ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି । ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ପଦୁ ଗୁଣ୍ଠା । ତେବେ କିଛି ଯୁବକ ବାରହା ଶିକାର
Read More...

ଦୀପାବଳୀରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର : ସାରା ଦେଶରେ ଦୀପାବଳୀ ପର୍ବ ବହୁ କୁସିରେ ପାଳନ କରାଯାଉଛି । ଗତ ୨ବର୍ଷ ହେଲା କରୋନା ଯୋଗୁଁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ । କରୋନା ବିପଦ କମି ନଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କଟକଣା କୋହଳ ହୋଇଛି । ଫଳରେ ଚଳିତ ବର୍ଷ ଲୋକଙ୍କ ମନରେ
Read More...

ଦୀପାବଳୀରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦୀ

କାର୍ଗିଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଯବାନମାନଙ୍କ ସହ କାର୍ଗିଲରେ ଦୀପାବଳୀ ପାଳନ କରିଛନ୍ତି । ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ ଠିଆ ହୋଇ ବନ୍ଦେ ମାତରମ୍‌ ଗୀତରେ ଝୁମିଥିଲେ । ଗତ ଆଠ ବର୍ଷ ଧରି କାର୍ଗିଲରେ ଯବାନଙ୍କ ସହ ଦୀପାବଳୀ ପାଳି ଆସୁଛନ୍ତି ମୋଦୀ
Read More...

ଅଗସ୍ତିନୂଆଗାଁ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା' ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ମା' ଶ୍ୟାମାକାଳୀଙ୍କ ପୂଜା ଏଠାରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ
Read More...

ବାଣ ନ ଫୁଟାଇବାକୁ କହି ଗୋଲାପ ବାଣ୍ଟିଲେ ଗୋ ଗ୍ରୀନ୍‌ ନର୍ସରିର ସଦସ୍ୟ

ଭଞ୍ଜନଗର : ଦୀପାବଳୀ ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି । ଏହାଦ୍ୱାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି । ତେବେ ବାଣର ଅପକାରିତା ଉପରେ ରବିବାର ଭଞ୍ଜନଗର ନିକଟସ୍ଥ ଭାଲିଆ ଖାଇଠାରେ ଥିବା ଗୋ ଗ୍ରୀନ୍‌ ନର୍ସରି ପକ୍ଷରୁ ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାରେ
Read More...

‘କଳାକାର ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ 'କଳାକାର ପାଇଁ ଗଛଟିଏ' ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଣ୍ଡାଖାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ରର
Read More...

୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ

କଳାହାଣ୍ଡି, (ପି.କେ.ସାହୁ) : କାଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ଼କାର୍ଲା ଖୁଣ୍ଟାଠାରେ ଚଳିତ ଅକ୍ଟୋବର ମାସ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିବସୀୟ ଗିରିଗୋବର୍ଦ୍ଧନ ପୂଜା ସହିତ ସାନ୍ଧ୍ୟକାଳୀନ କୁଶୁଲାପୁଞ୍ଜା ପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହେବ । ଏହି
Read More...

ଦେଶ ମାତୃକାର ସୁରକ୍ଷା କରୁଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଗଣଦୌଡ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଠାରେ ଭାରତୀୟ ଯବାନମାନଙ୍କ ସମ୍ମାନରେ ତାଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଏକ ରନ୍ ଫର୍ ସୋଲ୍‌ଜର ବା ଭାରତୀୟ ଯବାନମାନଙ୍କ ପାଇଁ ସମର୍ପିତ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତଥା ଅଞ୍ଚଳର ଶହେ ଜଣରୁ ଅଧିକ ଯୁବକ,
Read More...

ଗୁରୁଶିଷ୍ୟଙ୍କ ଅନନ୍ୟ କାର୍ଯ୍ୟକ୍ରମ ଦୀକ୍ଷାନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଙ୍ଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ତରଫରୁ ରୁମୁକୁ ଝୁମାନା, ସେଲେଡି ଆନୁକୂଲ୍ୟରେ ଜିଲ୍ଲାର ଅବଲୁପ୍ତ ଲୋକ ସଂସ୍କୃତିର ପୁନଃରୁଦ୍ଧାର ପୂର୍ବକ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଗୁରୁ
Read More...