Monthly Archives

September 2022

ରୂପେଶ ଅଗ୍ରୱାଲ ସାଂସଦଙ୍କ ବ୍ଲକ ପ୍ରତିନିଧି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ପ୍ରତିନିଧି ଭାବେ ରୂପେଶ ଅଗ୍ରୱାଲଙ୍କୁ ମନୋନୀତ କରିଛନ୍ତି । ବୁଧବାର ଶ୍ରୀ ଅଗ୍ରୱାଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ଭେଟି ତାଙ୍କୁ ମନୋନୀତ କରାଯାଇଥିବା ପତ୍ର ଦେଇଥିଲେ । ତାଙ୍କ ସହିତ ମୋହନ
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢାଉ କରି ନୂଆପଡା ଜିଲ୍ଲା କୋମନା ଥାନା ଜେଠୁପାଲି ଗାଁର ଜଣେ ଯୁବକକୁ ଗିରଫ କରିଛି । ବାଇକରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ପାଇ ତୁଷୁରା ଥାନା ଗୁଜିମରା ଛକଠାରେ ଅବକାରୀ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ ।
Read More...

ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ

ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ରୋକିବା ତଥା ବେକାର ସମସ୍ୟା ଦୂର କରିବାକୁ ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତ ଅଫିସରେ ଏମ୍‌ଏସ୍‌ଏମ୍‌ଇ ତରଫରୁ ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି, ଏସ୍‌ବିଆଇ ମ୍ୟାନେଜର
Read More...

ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ
Read More...

ଯାଜପୁର ଓ ରାୟଗଡ ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥକୁ ସ୍ୱାଗତ କରି ଯାଜପୁର ଓ ରାୟଗଡ ଜିଲ୍ଲାରେ ଅଭୁତପୂର୍ବ ଜନ ସମାଗମ ସାଂସ୍କୃତିକ ବିଭବ ଦେଖିବାକୁ ମିଳିଛି ଉଭୟ ଜିଲ୍ଲାରେ । ଛାତ୍ରଛାତ୍ରୀଙ୍କ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ତ୍ରିରଙ୍ଗା ଶୋଭାଯାତ୍ରା ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା
Read More...

ଖମ୍ବେଶ୍ୱରୀପାଲି ଇଣ୍ଡିଏନ ଗ୍ରାମୀଣ ବିତରକ ଗୋଦାମରେ ଚଢ଼ାଉ

୧୯ କେଜି ବିଶିଷ୍ଟ ୧୧୬ ଗୋଟି ଫୁଲ ସିଲିଣ୍ଡର ଓ ୨୭୦ ଗୋଟି ବ୍ୟବହୃତ ବ୍ୟବସାୟିକ ଖାଲି ସିଲିଣ୍ଡର ଜବତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ତଥା ସୋନପୁର ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଗତକାଲି ସନ୍ଧ୍ୟା ସମୟରେ
Read More...

ଗଜପତି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲାରେ ପରିକ୍ରମା ଆରମ୍ଭ କରିଛି ଅହିଂସା ରଥ । କାଶିନଗର ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଗୁଡ଼ିକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପାରମ୍ପରିକ ବେଶଭୂଷାରେ ସଜ୍ଜିତ ଛାତ୍ରଛାତ୍ରୀମାନେ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
Read More...

ଐତିହାସିକ ପାରଳାଖେମୁଣ୍ଡି ସହରରେ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଐତିହାସିକ ପାରଳାଖେମୁଣ୍ଡି ସହରରେ ଗତକାଲି ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମର ସାକ୍ଷ୍ୟ ବହନ କରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ, ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ଜନସାଧାରଣ । ବନ୍ଦେ ମାତରଂ ଓ ଭାରତ ମାତାକୀ ଜୟ
Read More...

ମଣ୍ଡଳସ୍ତରୀୟ ବିଜ୍ଞାନ ପାଠ୍ୟ ଆଲୋଚନାଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୀବନୀ ଉପରେ ଆଧାରିତ ବିତର୍କ ଓ ପ୍ରବନ୍ଧ ଲିଖନ -୨୦୨୨ ପ୍ରତିଯୋଗିତା ନେଇ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ବୁଧବାର ରାଧାକାନ୍ତ ବିଦ୍ୟାପୀଠ, ଡେଲାଙ୍ଗ ଷ୍ଟେସନ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୩୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ ଜଣ
Read More...