Daily Archives

୨୦୨୨-୨୩ ରବି ଋତୁ ନିମନ୍ତେ କେନ୍ଦ୍ର ସରକାରଙ୍କ ଡାଲିଜାତୀୟ ଏବଂ ତୈଳବୀଜ ମିନିକିଟ୍ ବିତରଣ ମାଧ୍ୟମରେ ଡାଲିଜାତୀୟ ଏବଂ…

୨୦୨୨ ଖରିଫ ଋତୁରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜମ୍ରନଙ୍କ ଏବଂ ମଧ୍ୟ ପ୍ରଦେଶ ତଥା ପଶ୍ଚିମ ବଙ୍ଗଳାର କେତେକାଂଶ ଭଳି ନିମ୍ନ / କମ୍ ବର୍ଷାଯୁକ୍ତ କ୍ଷେତ୍ରମାନଙ୍କରେ ଏହି କିଟ୍ ବିତରଣ କରାଯିବ । ନୂଆଦିଲ୍ଲୀ, (ପିଆଇବି) : ବିହନବୁଣା ନିଜସ୍ୱ ଭାବେ ଏକ ସଂପୂର୍ଣ୍ଣ
Read More...

ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାର୍ଥ ପାଇଁ ଲଢେଇ ନିଷ୍ପତ୍ତି ବୌଦ୍ଧ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକର କାର୍ଯ୍ୟକାରିଣୀ ବୈଠକ ପଲସାଗୋରା ସଂଘ ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ପଲସାଗୋରା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଯୁଗ୍ମ
Read More...

ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଗତକାଲି ବ୍ଲକର ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଭୋଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ଥାନରେ ନୂତନ ପଞ୍ଚାୟତ ଅଧିକାରୀ ଭାବରେ ଅଶୋକ ପାଣିଗ୍ରାହୀ ଯୋଗ
Read More...

ଶାସ୍ତ୍ରୀନଗରର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅଣସଂକ୍ରମଣ ରୋଗ ଚିହ୍ନଟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ନୂତନ ବସ ଟାର୍ମିନାଲ ପରିସର ମଧ୍ୟରେ ଜିଲ୍ଲା ଘରୋଇ ବସ ମାଲିକ ସଂଘର ସହଯୋଗ କ୍ରମେ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର (ୟୁପିଏଚ୍‌ସି) ତଥା ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ- ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର
Read More...

ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଇଁ ସେଞ୍ଚୁରିଅନ ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ବିଶ୍ୱ ସମୁଦାୟର ଗୋଟିଏ ମାତ୍ର ଲକ୍ଷ୍ୟ ହେଲା ପରିବେଶ ସୁରକ୍ଷା । ପରିବେଶ ବଞ୍ଚିଲେ ହିଁ ମଣିଷ ବଂଚିବ ଏହା ହିଁ ବର୍ତ୍ତମାନର ମୂଳ ଆବଶ୍ୟକତା । ପରିବେଶ ସୁରକ୍ଷା କ୍ଷେତ୍ରରେ ବନ୍ୟଜନ୍ତୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କ
Read More...

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ଅଧ୍ୟକ୍ଷ ଡ଼.ଲଲାତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସଞ୍ଜୟ ତିଗ୍ଗ । ଏନ୍‌ଏସ୍‌ଏସ୍‌ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ
Read More...

ରାଜଧାନୀରେ ନୂଆଁଖାଇ ଭେଟଘାଟ୍‌ : ଲୋକେ ଦେଖିଲେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁକ୍ରବାର ସଂଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରାଜଧାନୀରେ
Read More...

ଚନ୍ଦନଭାଟି ନିକଟସ୍ଥ ଦୁହାନପାଲିଠାରେ ଟ୍ରାକ୍ଟର ସହ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠଗଣ୍ଡି ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବନ ଅଧିକାରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ବଲାଙ୍ଗିର ରେଞ୍ଜ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରିବା ସମୟରେ ଚନ୍ଦନଭାଟି ନିକଟସ୍ଥ ଦୁହାନପାଲିଠାରେ ଶାଳ ଓ ରେଙ୍ଗାଲ ଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଧରିଥିଲେ । ଅନ୍ଧାର ରାତିର ସୁଯୋଗ
Read More...

ସିବିଓଆଇ ପକ୍ଷରୁ ଋଣ ଶିବିର

ଭୁବନେଶ୍ୱର : ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ସିବିଓଆଇର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ଆଣ୍ଡାମାନରେ ଭୂକମ୍ପ

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶୁକ୍ରବାର ରାତି ୨ଟା ୩୦ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହାର ରିକ୍ଟର ସ୍କେଲ୍‌ର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ୍‌ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଅଯାଇଛି । ଏହି ଭୂକମ୍ପ ଫଳରେ କୌଣସି
Read More...
error: Content is protected !!