Daily Archives

ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ନିଜସ୍ୱ ବାସଭବନ ରମ୍ଭାଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ଗୁରୁବାର ପ୍ରତ୍ୟୁଷରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅଧିକ
Read More...

୧୭୨୫ କୋଟି ମୂଲ୍ୟର ହିରୋଇନ ଜବତ

ମୁମ୍ବାଇ : ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ମୁମ୍ବାଇ ପୋର୍ଟରୁ ୩୫୦ କେଜି ଓଜନର ହିରୋଇନ୍‌ ଜବତ କରିଛି । ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାଇ ଆନ୍ତଜାର୍ତୟ ବଜାରରେ ଏହାର ମୂଲ୍ୟ ୧୭୨୫ କୋଟି ଟଙ୍କା ହେବ । ଏକ ବିଶାଳ ବକ୍ସରୁ ଏହି ହେରୋଇନ୍‌ ମିଳିଛି । ଗତବର୍ଷ ସେପ୍ଟେମ୍ବରରେ ମଧ୍ୟ
Read More...

କୋଇଲା ଖଣିରେ ବିଷାକ୍ତ ଗ୍ୟାସ୍‌ ଲିକ : ୩ ଶ୍ରମିକ ମୃତ

ଗୌହାଟୀ : ଅରୁଣାଚଳ ପ୍ରଦେଶ ସୀମାରେ ଆସାମର ତିନି ମୁଖିଆ ଜିଲ୍ଲାର ଏକ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ନିର୍ଗତ ହେବାରୁ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଟିକୋକ କୋଇଲା ଖଣିରେ ଏହି ଘଟଣା ଘଟିଥିବା ପୁଲିସ କହିଛି । ଏହି ଘଟଣା ପରେ ଖଣି ମାଲିକ ଫେରାର ହୋଇଯାଇଥିବା ଜଣାପଡିଛି ।
Read More...

ସମଲେଶ୍ୱରୀ ଦୁଗ୍ଧ ସମବାୟ ସମିତି ବୈଠକ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ନୂଆପଡା ପଞ୍ଚାୟତରେ ସମଲେଶ୍ୱରୀ ଦୁଗ୍ଧ ସମବାୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଞ୍ଚାନନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ କୁଞ୍ଜବିହାରୀ ସାହୁ ମୁଖ୍ୟ ଅତିଥି, ସୁପରଭାଇଜର ଧୁବେଇ ଚରଣ ପୋଢ ଓ ଦୟାନନ୍ଦ
Read More...

ବିଦ୍ୟୁତ ତାର ଉପରେ ପଡିଲା ଗଛଡାଳ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଖୁଟୁଲମୁଣ୍ଡ-ହିଆଲ ରାସ୍ତାରେ ମଙ୍ଗଳବାର ରାତିରେ ବିଦ୍ୟୁତ ତାର ଉପରେ ଗଛଡାଳ ପଡିଯାଇଥିଲା । ଫଳରେ ଦାବିରି ଗାଁକୁ ବହୁ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏହାକୁ ଠିକ୍‌ କରିବା ପାଇଁ ବାରମ୍ବାର ଦାବିରି ଗ୍ରାମବାସୀ ବିଭାଗୀୟ
Read More...

ରୂପେଶ ଅଗ୍ରୱାଲ ସାଂସଦଙ୍କ ବ୍ଲକ ପ୍ରତିନିଧି

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ପ୍ରତିନିଧି ଭାବେ ରୂପେଶ ଅଗ୍ରୱାଲଙ୍କୁ ମନୋନୀତ କରିଛନ୍ତି । ବୁଧବାର ଶ୍ରୀ ଅଗ୍ରୱାଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ଭେଟି ତାଙ୍କୁ ମନୋନୀତ କରାଯାଇଥିବା ପତ୍ର ଦେଇଥିଲେ । ତାଙ୍କ ସହିତ ମୋହନ
Read More...

ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢାଉ କରି ନୂଆପଡା ଜିଲ୍ଲା କୋମନା ଥାନା ଜେଠୁପାଲି ଗାଁର ଜଣେ ଯୁବକକୁ ଗିରଫ କରିଛି । ବାଇକରେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ପାଇ ତୁଷୁରା ଥାନା ଗୁଜିମରା ଛକଠାରେ ଅବକାରୀ ବିଭାଗର କର୍ମଚାରୀମାନେ ଚଢାଉ କରିଥିଲେ ।
Read More...

ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ

ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ରୋକିବା ତଥା ବେକାର ସମସ୍ୟା ଦୂର କରିବାକୁ ସଇଁତଲା ବ୍ଲକ ବୁଢାବାହାଲ ପଞ୍ଚାୟତ ଅଫିସରେ ଏମ୍‌ଏସ୍‌ଏମ୍‌ଇ ତରଫରୁ ପ୍ରଧାନମନ୍ତ୍ରୀ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି, ଏସ୍‌ବିଆଇ ମ୍ୟାନେଜର
Read More...

ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ
Read More...

ଯାଜପୁର ଓ ରାୟଗଡ ଜିଲ୍ଲାରେ ଅହିଂସା ରଥକୁ ସ୍ୱାଗତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ରଥକୁ ସ୍ୱାଗତ କରି ଯାଜପୁର ଓ ରାୟଗଡ ଜିଲ୍ଲାରେ ଅଭୁତପୂର୍ବ ଜନ ସମାଗମ ସାଂସ୍କୃତିକ ବିଭବ ଦେଖିବାକୁ ମିଳିଛି ଉଭୟ ଜିଲ୍ଲାରେ । ଛାତ୍ରଛାତ୍ରୀଙ୍କ ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ତ୍ରିରଙ୍ଗା ଶୋଭାଯାତ୍ରା ଲୋକଙ୍କ ମଧ୍ୟରେ ଦେଶପ୍ରେମର ଭାବନା
Read More...