Daily Archives

ବିପୁଳ ପରିମାଣର ଗଞ୍ଜେଇ ଜବତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିବା ଜଣାପଡିଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ମଧ୍ୟ ଜବତ କରାଯାଇଛି ।
Read More...

ଆନ୍ଦୋଳନ ପାଇଁ ରେଳ ଚଳାଚଳ ବ୍ୟାହତ

ସମ୍ବଲପୁର : ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଖଡଗପୁର ଓ ଆଦ୍ରା ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଚାଲିଥିବାରୁ ଉକ୍ତ ଅଞ୍ଚଳ ଦେଇ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି । ରେଳଗାଡି ସଂଖ୍ୟା ୨୨୮୬୧ ହାୱଡା - ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ମଙ୍ଗଳବାର ବାତିଲ ହୋଇଥିବା
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ବେଗୁନିଆ : ସୁନେତ୍ର ଯୋଜନାରେ ବେଗୁନିଆ ବ୍ଲକର ଦୁଇଟି ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଶିବିରରେ ଦୁଇଟି କ୍ଲଷ୍ଟରର ୧୬୦ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ
Read More...

ରୋଗୀ ସୁରକ୍ଷା ସପ୍ତାହ ପାଳିତ

ତିଗିରିଆ : ରୋଗୀ ସୁରକ୍ଷା ସପ୍ତାହ ଅବସରରେ ତିଗିରିଆ ବ୍ଲକ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ବିଶ୍ୱବିକାଶ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ
Read More...

ତିଗିରିଆ ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ତିଗିରିଆ : ମଧୁବାବୁ ପେନ୍‍ସନ ଯୋଜନାରେ ତିଗିରିଆ ବ୍ଲକରେ ବିଭିନ୍ନ ବର୍ଗର ନୂତନ ଭତ୍ତା ହିତାଧିକାରୀଙ୍କୁ ମଙ୍ଗଳବାର ସେମାନଙ୍କ ଭତ୍ତା ରାଶି ବଣ୍ଟନ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଭତ୍ତା
Read More...

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

ବଡ଼ମ୍ବା : ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱତନ୍ତ୍ର ବ୍ୟବସ୍ଥା (ଡିଆରଆଇ)ରେ ସେମାନଙ୍କୁ ଋଣ ପ୍ରଦାନ କରାଗଲେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ଭରଣପୋଷଣ ପାଇଁ ଦିବ୍ୟାଙ୍ଗମାନେ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠିତ ବ୍ଲକସ୍ତରୀୟ ଋଣମେଳାରେ ଯୋଗଦେଇ ରାଜ୍ୟର ପୂର୍ବତନ ଶିଳ୍ପମନ୍ତ୍ରୀ ତଥା
Read More...

ପଞ୍ଚାୟତିରାଜ ଅତିରିକ୍ତ ସଚିବଙ୍କ କାମାକ୍ଷାନଗର ବ୍ଲକ ପରିଦର୍ଶନ

କାମାକ୍ଷାନଗର : ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲ୍ଲା ନୋଡାଲ ଅଫିସର ନରୋତ୍ତମ ବେହେରା ମଙ୍ଗଳବାର କାମାକ୍ଷାନଗର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରଥମେ ବ୍ଲକର ରାୟନୃସିଂହପୁର ପଂଚାୟତର ପାଠାଗାର, ମହୁଚାଷ
Read More...

ବିଧାୟକଙ୍କ ପ୍ରଚେଷ୍ଟାରେ ହମିରପୁରର କବରସ୍ଥାନର ଉନ୍ନତିକରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁସଲିମ ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ହମିରପୁର ସ୍ଥିତ ମୁସଲିମ କବରସ୍ଥାନର ଉନ୍ନତିକରଣ ପାଇଁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇଙ୍କ ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହି କ୍ରମରେ
Read More...

ଅମୃତ ମହୋତ୍ସବ ସମ୍ପର୍କିତ କୁଇଜ୍‍ ପ୍ରତିଯୋଗିତା ଅନୁଷ୍ଠିତ

ଚୌଦ୍ୱାର : ଜ୍ଞାନ ବିଜ୍ଞାନ, ଦର୍ଶନ ଓ ସାହିତ୍ୟାନୁଷ୍ଠାନ କାୟାକଳ୍ପ ତରଫରୁ ସ୍ଥାନୀୟ ସରକାରୀ ମ୍ୟୁନିସିପାଲ ହାଇସ୍କୁଲରେ ଅମୃତ ମହୋତ୍ସବ ସମ୍ପର୍କିତ କୁଇଜ୍‍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କ୍ଷଣପ୍ରଭା ସେଣ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ
Read More...

ବାରହା ଶିକାର କରି ୪ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରୀ କ୍ଷେତ୍ର ଅନ୍ତର୍ଗତ ବରୁଡି ପଶି ଜଙ୍ଗଲରେ ବୋମା ଫୁଟାଇ ବାରହା ଶିକାର କରିବା ଅଭିଯୋଗରେ ପାଟଣା ଜଙ୍ଗଲ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୪ ଜଣ ହେଲେ ବରୁଡିପଶିର
Read More...