ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ ଅଭିଯୋଗ
ସିନ୍ଧେକେଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଭୁସଲାଡ୍ ଓ ପଲସଖଣ୍ଡ ମଝିରେ ଏକ ନିର୍ଜନ ସ୍ଥାନରେ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୮ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି କୁଣ୍ଡାବୁତୁଲା ସିଏସ୍ପି!-->…
Read More...
Read More...