Monthly Archives

June 2022

ଖଣ୍ଡା ଓ ଭୁଜାଲି ଦେଖାଇ ଆତଙ୍କ ଖେଳାଇଲେ ଦୃର୍ବୁତ୍ତ

ଭୁବନେଶ୍ୱର : କିଛି ଅଣ ଛାତ୍ର ଆସି ଖଣ୍ଡା ଓ ଭୁଜାଲି ଦେଖାଇ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବାଣୀବିହାର ପରିସରରେ କିଛି ଅଣଛାତ୍ର ଖଣ୍ଡା ଓ ଭୁଜାଲି ଦେଖାଇ ଛାତ୍ର ଛାତ୍ରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଭୟରେ ଛାତ୍ର ଛାତ୍ରୀମାନେ ମଟର ସାଇକେଲ ଓ ସ୍କୁଟର
Read More...

ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ମୂଲ୍ୟବାନ ଜିନିଷ ବ୍ୟାଗ ହଜିବା ନେଇ ଥାନାରେ ଏତଲା

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ଗତକାଲି ଘରୁ ବାହାରି ବଜାରକୁ ଯିବା ସମୟରେ ବାଇକରେ ଥିବା ବ୍ୟାଗରେ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହ ମୂଲ୍ୟବାନ ଜିନିଷ ପତ୍ର ହଜିଯିବାର ନେଇ କଣାସ ଥାନାରେ ଅଭିଯୋଗ ହୋଇଛି । ଯାହା ସୂଚନା ରହିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଦୋକନ୍ଦା ଗ୍ରାମର
Read More...

କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମହିଳା କ୍ୟାଡର ମାଓବାଦୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବଲାଙ୍ଗିର ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ କାଟୁଥିବା ମହିଳା କ୍ୟାଡର ମାଓବାଦୀ ନିର୍ମଲା ମାଝି । ଅଭିଯୋଗ ପକ୍ଷରୁ ସାକ୍ଷ ଗ୍ରହଣ ହେବାର ଥିଲା । ତେବେ ସାକ୍ଷମାନେ ନୋଟିସ ସତ୍ତ୍ବେ ମଧ୍ୟ କୋର୍ଟରେ ଉପସ୍ଥିତ
Read More...

ଆଇବି ନିର୍ଦ୍ଦେଶକ ହେଲେ ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆଇବି ନିର୍ଦ୍ଦେଶକ ଭାବେ ନିୟୋଜିତ ହୋଇଛନ୍ତି ତପନ ଡେକା । ବରିଷ୍ଠ ଆଇପିଏସ୍‌ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ
Read More...

ଟିଓଏମ୍‍ ପିଏଲ୍‍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ରେଙ୍ଗାଲି : ଟିଓଏମ୍‍ ପିଏଲ୍‍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ତଲାବିରା ସ୍ଥିତ ଓଡ଼ିଶା ମାଇନିଂ ପ୍ରାଇଭେଟ୍‍ ଲିମିଟେଡ୍‍ କମ୍ପାନୀ ପକ୍ଷରୁ ଗତକାଲି ତଲାବିରା କୋଇଲା ପ୍ରକଳ୍ପ (୨) ଏବଂ (୩) ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଭିମ୍‍ସାର୍‍ ବୁର୍ଲା ଏବଂ ଜିଲ୍ଲା
Read More...

କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଘଟଣାରେ ନିଜ ଆଡ଼ୁ ମାମଲା କଲେ ଓଏଚ୍‌ଆର୍‌ସି, ଡିଜିଙ୍କୁ ତଦନ୍ତ ଲାଗି…

କଟକ : କିଶନନଗର ଥାନା ସାମ୍ନାରେ ନ୍ୟାୟ ପାଇଁ ଜଣେ ବ୍ୟକ୍ତି ଆତ୍ମାହୁତି ଦେବା ଘଟଣାରେ ରାଜ୍ୟ ମାନବାଧିକାର କମିସନ (ଓଏଚ୍‌ଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ପୁଲିସ୍‌ ଡିଜି ମାମଲାର ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦାଖଲ ଲାଗି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଗିରଫ

ପାଟଣା : ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଗିରଫ ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋଟିଏ ଡିପ୍ ଫ୍ରିଜ୍ ସହ ୫ ଲିଟର ୨୦୦ ମିଲି କିଙ୍ଗ ଫିସର ଓ ୨୦ ଲିଟର ମହୁଲି ମଦ ଜବତ କରାଯାଇଛି । ଏହା
Read More...

ବ୍ଲାକମେଲିଂ କରୁଥିଲା ପ୍ରେମିକା, ଇ-ରିକ୍ସା ଡ୍ରାଇଭର ପ୍ରେମିକ ହତ୍ୟାକଲା ପ୍ରେମିକାକୁ

ନୂଆଦିଲ୍ଲୀ : ବାରମ୍ବାର ବ୍ଲାକମେଲିଂରେ ବିତସ୍ଫୃହ ହୋଇ ଜଣେ ଇ-ରିକ୍ସା ଡ୍ରାଇଭର ଦିଲ୍ଲୀର ଦ୍ୱାରକାଠାରେ ତାଙ୍କ ପ୍ରେମିକାକୁ ହତ୍ୟା କରିଥିଲେ । ଶୁକ୍ରବାର ଦିନ ଦିଲ୍ଲୀ ପୋଲିସ ଏହି ବିଷୟରେ ସୂଚନା ଦେଇଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ଅଜୟ କୁମାର ନାମକ ଅଭିଯୁକ୍ତ ଉତ୍ତରପ୍ରଦେଶର
Read More...

ମିଶ୍ରଣ ପର୍ବରେ କଂଗ୍ରେସ ଜୋନ ସଭାପତିଙ୍କ ନେତୃତ୍ୱରେ ୫୦ରୁ ଅଧିକ ବିଜେଡିରେ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମ ବାଘପଡାଠାରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗଙ୍କ ଅଧ୍ୟକ୍ଷତାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିାଲ । ସମ୍ମାନୀୟ ଅତିଥି ୧୪
Read More...

ମହିଳା ପୋଲିସ ଅଧିକାରୀ କଳଙ୍କିତ କଲେ ଖାକି ପୋଷାକ, ୫୦ ହଜାର ଲାଞ୍ଚ ନେବା ବେଳେ କ୍ରାଇମ ବ୍ରାଞ୍ଚ ଗିରଫ କଲା

କାନପୁର : ଗତ ରାତିରେ କ୍ରାଇମବ୍ରାଞ୍ଚ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାନପୁର କମିଶନର ପୋଲିସର ଅତିରିକ୍ତ ଡିସିପି ପୋଷ୍ଟରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । ଅଭିଯୋଗ ହୋଇଛି ଯେ, ମହିଳା ଅଧିକାରୀ କୋଟୱାଲିରେ ପୋଷ୍ଟ ହୋଇଥିବା ହୋମଗାର୍ଡଙ୍କ ସହ
Read More...