Daily Archives

ଯାଦବ ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ : ଜୁଲାଇ ୧ରେ ଜିଲ୍ଲା ବ୍ୟାପୀ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ଯାଦବ ଭବନରେ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ପୌରାଂଚଳ ସଭାପତି ପଙ୍କଜ ସେଲମାଙ୍କ ନେତୃତ୍ୱରେ ଏକ ସଚେତନତା ବାର୍ତ୍ତା ଓ ସଭା ଆୟୋଜନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।
Read More...

ସମାଜ ପରିବାର ତରଫରୁ ଶ୍ରାଦ୍ଧ ଦିବସରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ ଶିବିରର ଆୟୋଜନ

ରକ୍ତଦାନ ଶିବିରକୁ ଉଦ୍‌ଘାଟନ କଲେ ଜ଼ିଲ୍ଲାପାଳରକ୍ତଦାନ କଲେ ଏସପି ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୪୯ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସକାଳ ୭ ଘଣ୍ଟା ସମୟରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଉତ୍କଳମଣି
Read More...

ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ସମ୍ବନ୍ଧେ ବରଗଡ଼…

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଚାଲିଥିବା ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ସମ୍ବନ୍ଧେ ବରଗଡ଼ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ବିଜେପି ଯୁବମୋର୍ଚ୍ଚା । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଅତାବିରା ନିୟନ୍ତ୍ରିତ ବଜାର କମିଟି
Read More...

ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ

ଭଦ୍ରକ : ଭଦ୍ରକ ସହର ପାନ୍ଥ ନିବାସରେ ଆଜି ଓଡ଼ିଶା ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ କମିଟିର ସଦସ୍ୟ ବିଧାୟକ ଅନନ୍ତ ଦାଶ, ବିଧାୟକ ଭୂପିନ୍ଦର ସିଂ,
Read More...

୬୮ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି ଗ୍ରାମର ଇଲା ଗୁରୁ ଜଣେ ଅତ୍ୟନ୍ତ ଗରିବ ଅସହାୟ ବୃଦ୍ଧା ଅଟନ୍ତି । ବୟସ ପାଖାପାଖି ୬୮ ଟପିଲାଣି ହେଲେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ସେ ଅଭିଯୋଗ କରିଛନ୍ତି ।
Read More...

ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଅଗଷ୍ଟ ୬ରେ

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ ।
Read More...

ଫସଲବୀମା ବର୍ଜନ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସିଏସ୍‌ସିଭିଏଲ୍‌ଇ ତହସିଲଦାର ଗାଇସିଲେଟଙ୍କୁ ଏକ ଦାବୀ ପତ୍ର ଦିଆଯାଇଛି । ଏଚ୍‌ଡିଏଫ୍‌ସି ଇଆର୍‌ଜିଓ ଇସୁରେନ୍ସ କମ୍ପାନୀ ୨୦୨୧ରେ ପ୍ରଧାନ ମନ୍ତ୍ରୀ ଫସଲବୀମା ଖରିଫ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ
Read More...

ଶ୍ରୀ ସତ୍ୟସାଇ ସଂଗଠନ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ସଂଯୋଜକ ନିରୋଜ ସାହୁଙ୍କ ନେତୃତ୍ୱରେ ସମସ୍ତ ଭାଇ ଭଉଣୀ ଶ୍ରମଦାନ କରି ମାଉସୀ ମନ୍ଦିର, ବିଦ୍ୟାଳୟ, ଘର, ପଂଚାୟତ ଇତ୍ୟାଦି ସଫେଇ
Read More...

ମଦନପୁର କୃଷି ସମବାୟ ସମିତି ସଭାପତି ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କୃଷି ସମବାୟ ସମିତି ସଭାପତି ଭାବେ ବିଜେଡି ପ୍ରାର୍ଥୀ ହରି ମହାନନ୍ଦ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ସମିତିରେ ୧୪ ଜଣ ଡ଼ାଇରେକ୍ଟରଙ୍କ ସହମତି କ୍ରମେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।
Read More...

ସଇଁତଲା ସମବାୟ ସମିତିର ସଭାପତି ଭାବେ ପ୍ରଭାତ ସିଂ ଭୋଇ ନିର୍ବାଚିତ : ଚାଷୀ ମହଲରେ ବେଶ ଉତ୍ସାହ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସଇଁତଲା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ ପାଇଁ ଆଜି ପ୍ରଭାତ ସିଂ ଭୋଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ଆଉ କୋଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ନିର୍ବାଚନ ଅଧିକାରୀ ସଭାପତି ଭାବେ
Read More...
error: Content is protected !!