Daily Archives

ସେକ୍ଟର ୬ ହାଇସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ଅତି ଉତ୍ସାହ ଓ ଉଦ୍ଦୀପନାରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ପାଳିତ ହୋଇଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷୟିତ୍ରୀଙ୍କ
Read More...

ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ନିଷ୍ଠା ପରିବାରର ପ୍ରାଥମିକତା । ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ
Read More...

ଟିପି ଡବ୍ଲୁଓଡିଲ ଦ୍ୱାରା ଜିରୋ ହାର୍ମ କାର୍ଯ୍ୟକ୍ରମର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ଟାଟା ପାୱାର ପଶ୍ଚିମ ଓଡିଶା ବିଦ୍ୟୁତ୍‌ ବଂଟନ ଲିମିଟେଡ ବଲାଙ୍ଗିର ଜିଲ୍ଲା କଂଟାବାଂଜି ସବ୍‌ ଡିଭିଜନ ଦ୍ୱାରା ରବିବାର ଦିନ ତୃତୀୟ ଜାତୀୟ ବିଦ୍ୟୁତ୍‌ ସୁରକ୍ଷା ସପ୍ତାହ ଅଭିଯାନର ଶୁଭାରମ୍ଭ କଂଟାବାଂଜି ସେକ୍ସନରୁ କରାଯାଇଛି । ଜୁନ୍‌ ୨୬ ତାରିଖରୁ ଆରମ୍ଭ
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ : ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି । ଛାତ୍ର ବିନିମୟ କାର୍ଯ୍ୟକ୍ରମ
Read More...

ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ; ରଥଯାତ୍ରାରେ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଯାତ୍ରା କରନ୍ତି ମହାପ୍ରଭୁ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ ପାଇଁ ମୋତେ ଆପଣ ସମସ୍ତଙ୍କର ଅନେକ ଚିଠି ମିଳିଛି । ସାମାଜିକ
Read More...

ପୋଖରୀରେ ବୁଡ଼ି ଯୁବକ ମୃତ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ହରୀରାଜପୁରର ପ୍ରସିଦ୍ଧ ପଶ୍ଚିମଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପାର୍ଶ୍ଵରେ ଥିବା ପୋଖରୀରେ ବୁଡ଼ି ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ ପୋଖରୀରୁ ଯୁବକଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା
Read More...

ଭଗବାନଙ୍କ ଭରସାରେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବହୁତ ଅବ୍ୟବସ୍ଥା ଘେରରେ ଚାଲିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ୨୧ ପଞ୍ଚାୟତର ୧୩୨ ଗାଁ ଏବଂ ବେଲପଡା ବ୍ଲକ୍‌ର କିଛି ଗାଁର ଲୋକ ନିର୍ଭର
Read More...

ସମଲପୁରୀ ଦିନ ଅଗଷ୍ଟ ୧ ପାଇଁ ସିର୍‌ଜିନାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳନ ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ସିର୍‌ଜିନା ସଂପାଦକ ରାଜେନ୍ଦ୍ର
Read More...

ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ତଥା କବି, ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ପୁସ୍ତକ ପାବକ କନ୍ୟା ଓ ଅନୁବାଦ ପୁସ୍ତକ ସରଳ ରାମାୟଣ ଜଗଦାଠାରେ ଲୋକାର୍ପିତ ହୋଇଯାଇଛି । କବି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ଶ୍ରେୟସୀ ସାହୁଙ୍କ ସଂଯୋଜନାରେ
Read More...

ଜରି ତଳେ କିଶୋର ପ୍ରଧାନଙ୍କ ପରିବାର : ଆବାସ ଯୋଜନା ସାତସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଯୋଜନା ଉପରେ ଯୋଜନା ତଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ କାର୍ଯ୍ୟକାରୀ କରୁଛନ୍ତି ହେଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନାହିଁ । ଯାହା ଫଳରେ କି ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଜରି ତଳେ ଜୀବନ ବିତାଉଥିବା
Read More...
error: Content is protected !!