Daily Archives

୧୦୦ତମ ଜନ୍ମ ଦିବସରେ ନିଜ ମା’ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଜୁନ୍‌ ୧୮ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବାଙ୍କ ୧୦୦ତମ ଜନ୍ମ ଦିବସ । ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗରଠାରେ ତାଙ୍କ ମା’ଙ୍କୁ ଭେଟିବାକୁ ଯିବାର ସମ୍ଭାବନା ରହିଛି । ଯେଉଁଠସି ବୁଧବାର ତାଙ୍କ ନାମରେ ଏକ ରାସ୍ତାର
Read More...

ଖାଇବା ତେଲ ଦାମ୍‌ ୧୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବ୍ରାଣ୍ଡେଡ ଖାଇବା ତେଲର ଲିଟର ପିଛା ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମିବାରୁ ଭାରତରେ ପାମ୍‌ ଅଏଲ୍‌, ସନ୍‌ ଫ୍ଲାୱାର ଓ ସୋୟାବିନ୍‌ ଅଏଲ୍‌ର ଦାମ ହ୍ରାସ ପାଇଛି । ପାମ୍‌ ଅଏଲ୍‌ ଦାମ୍‌ରେ ଲିଟର ପିଛା ୭-୮ ଟଙ୍କା, ସନ୍‌ ଫ୍ଲାୱାର
Read More...

ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା

ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ
Read More...

ଶିଶୁ ଭବନରେ ବଢିଲା ଆଇସିୟୁ ବେଡ୍‌ ସଂଖ୍ୟା

କଟକ : ଶିଶୁ ଭବନରେ ଆଇସିୟୁ ବେଡ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା । ଶିଶୁ ଭବନରେ ଅଧିକ ୧୪ ଟି ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ଶିଶୁ ଭବନରେ ଆଇସିୟୁ ବେଡ ସଂଖ୍ୟା ୩୫ ଛୁଇଁଛି । ସମାନ୍ତରାଳ ଭାବେ ଶିଶୁ ଭବନ ଉପରେ ନିର୍ଭର
Read More...

ସୁକତେଲ ପ୍ରଭାବିତ ଖୁଣ୍ଟପାଲିରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି

ଚୁଡାପାଲି : ସଦର ବ୍ଲକ ଖୁଣ୍ଟପାଲିଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗ୍ରାମର ଅର୍ଦ୍ଧାଧିକ ଲୋକ ଲେୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ବଲାଙ୍ଗିର ଲର୍କିପାଲି ମୌଜା ଓ ଅନ୍ୟାନ୍ୟ ସ୍ଥାନକୁ ଥଇଥାନ ପାଇଁ ବିସ୍ଥାପିତ ହୋଇଛନ୍ତି
Read More...

ସାପ କାମୁଡାରେ ମହିଳା ମୃତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଟିକିରାପଡାଠାରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟିକିରାପଡାର ଅଞ୍ଜନା ସାହୁ ଛେଳି ଚରାଇବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ ତାଙ୍କୁ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ଗାଈ ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ

ନବରଙ୍ଗପୁର : ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦାଲପୁର ପଞ୍ଚାୟତର ଛୋଟାଗୁଡାର ଲଛୁ ଭତ୍ରା(୬୫) ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁବାର ସକାଳୁ ବୃଦ୍ଧ ଜଣଙ୍କ ଗାଈ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଗ୍ରାମବାସୀ ଏହା
Read More...

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ବ୍ୟକ୍ତିଙ୍କ ସହ ୨ଟି ଗାଈ ମୃତ

ପାପଡାହାଣ୍ଡି : ନବରଙ୍ଗପୁର ପାପଡାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ସମେତ ୨ ଗାଈର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ନବରଙ୍ଗପୁର ବ୍ଲକ ଉର୍ଦି ଗ୍ରାମର କେଶବ ହରିଜନ । ସୂଚନା ଅନୁସାରେ ଗାଈ ଗୋଠ ଧରି ଡାବୁଗାଁ ପଟୁ ପାପଡାହାଣ୍ଡି ଅତିକ୍ରମ କରି
Read More...

ଆସନ୍ତା ୨୮ରେ ଜିଏସ୍‍ଟି ପରିଷଦର ବୈଠକ

ନୂଆଦିଲ୍ଲୀ : ଚଳିତ ମାସ ୨୮ ଓ ୨୯ତାରିଖ ଦୁଇଦିନ ଧରି ଶ୍ରୀନଗରରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‍ଟି) ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ । ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ପକ୍ଷରୁ ଟିକସ ହାରରେ ସଂଗତି ଆଣିବା ଏବଂ
Read More...
error: Content is protected !!