Daily Archives

୪ ବାରହା ଶିକାରୀ ଗିରଫ

ତେଲକୋଇ : କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଳମ୍ବିତ ରାତିରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ବେଳେ ଗିରଫ କଲା ବନ ବିଭାଗ ।ସୂଚନାନୁଯାୟୀ, ରଜପର୍ବ ଥିବାରୁ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର
Read More...

ଚାଷଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରେ ଚାଷଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ଉଭୟ ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ ମନହରପୁର ଗ୍ରାମର ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ନନ୍ଦିପଦା ଥାନା ଶାଳନିଆଁ ପଞ୍ଚାୟତ
Read More...

ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧାପ୍ରସାରଣ ଶ୍ରଦ୍ଧାଳୁମାନେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଦେଖି ପାରିବେ । ଏଥି ପାଇଁ ଦୂରଦର୍ଶନ ସହାୟତାରେ କମନ୍‌ଫିଡ୍ ପ୍ରଦାନ କରାଯିବା ଲାଗି ସୂଚନା ଓ
Read More...

ବସ୍‌ରେ ନିର୍ମିତ ସ୍ୱତନ୍ତ୍ର ଖୋଲା ପାଠାଗାର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମୀ ପରିସରରେ ଏକ ବସ୍‌ରେ ନିର୍ମିତ ସ୍ୱତନ୍ତ୍ର ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଛି । ଏଥିରେ ୪ ହଜାରରୁ ଅଧିକ ଉପାଦେୟ ଓଡିଆ ତଥା ଇଂରାଜୀ ପୁସ୍ତକ ରହିଛି । ଏହି ବସ୍‌ର ବାହ୍ୟ ଅଂଶକୁ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ
Read More...

ମଧ୍ୟାହ୍ନ ଭୋଜନ ଯୋଜନା : ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଜୁଲାଇ ୧ରୁ ବିଦ୍ୟାଳୟରେ ପିଲାମାନଙ୍କୁ କ୍ଷୀର ଦେବେ

ଜୟପୁର : ରାଜସ୍ଥାନର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଅଶୋକ ଗେହଲଟ୍ ସରକାର ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଏକ ଗ୍ଲାସ୍ କ୍ଷୀର ପିଇବାକୁ ଦେବେ । ଜୁଲାଇ ୧ ରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ
Read More...

ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୩ ବର୍ଷ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ
Read More...

ୟୁପି ହିଂସା : ନମାଜ ପରେ ଉତ୍ତେଜନାରେ ୩୩୭ ଗିରଫ, ପ୍ରୟାଗରାଜ-ସାହାରନପୁରରେ ସର୍ବାଧିକ ଗିରଫ

ଲକ୍ଷ୍ନୌ : ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପୋଲିସ ଏପର୍ଯ୍ୟନ୍ତ ୧୩ଟି ଏଫ୍ଆଇଆର୍ ପଞ୍ଜିକୃତ କରିଛି ଏବଂ ୦୯ ଟି ଜିଲ୍ଲାରେ ହିଂସା ଘଟଣାରେ ୩୩୭ ଅଭିଯୁକ୍ତଙ୍କୁ ଗିରଫ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ
Read More...

ଆଜି ପୁଣିଥରେ ଇଡି ପାଖରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗତକାଲି ସୋମବାର ଦିନ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । ଏହି ପଚରାଉଚରା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା । ଆଜି ପୁଣି ଥରେ ଇଡି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ
Read More...

ଜାମୁଟବାହାଲରେ ଗାଁର ଗୌରବଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସୀମାନ୍ତ ଜାମୁଟବାହାଲରେ ଗାଁର ଗୌରବମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ କୁମାର ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଗାଇସିଲାଟ ବ୍ଲକ ବିଡ଼ିଓ ପ୍ରବୀଣ କୁମାର ବନୁଆ
Read More...
error: Content is protected !!