Monthly Archives

May 2022

ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ସତର୍କତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ । ଗ୍ରୀଷ୍ମ ପ୍ରବାହ ସମୟରେ ହଠାତ୍ ଅସୁସ୍ଥ ଅନୁଭବ କଲେ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ । ଅଧିକ ଖରା ହେଉଥିବା ସମୟରେ ବାହାରକୁ ଯାଉଥିଲେ ନିମ୍ନରେ ପ୍ରଦତ୍ତ ପରାମର୍ଶ ଗୁଡିକ ପ୍ରତି
Read More...

ଡିଭାଇଡରରେ ପିଟିହୋଇ ୨ ମୃତ ୧ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଭୀମପୁରା ନିକଟ ରାସ୍ତାକଡ଼ରେ ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକ ଯୋଗେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାକଡ଼ରେ ଡିଭାଇଡରରେ ପିଟିହୋଇ ଯାଇଥିଲେ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ
Read More...

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ । ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ଖରା ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସକାଳୁଆ ସ୍କୁଲ ନେଇ ଅଭିଭାବକମାନେ ଦାବୀ କରିଥିଲେ । ପ୍ରଚଣ୍ଡ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଡ୍ରାଇଭର୍ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଏକ ମର୍ମନ୍‌ନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଗାଡି ଭିତରେ ଥିବା ଡ୍ରାଇଭର୍ ଚାପି ହୋଇ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭର୍‌ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି
Read More...

ବେଆଇନ୍ କରତକଳ ଉପରେ ଚଢ଼ାଉ କଳା ବନବିଭାଗ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ବୈଦେଶ୍ୱର ସେକ୍ସନ ଖଜୁରୀପଡାସ୍ଥିତ ସମିଲରେ ବହୁ ଦିନ ଧରି କରତକଳ ଚାଲିଥିବା ନେଇ ଅଭିଯୋଗ ଆସିଥିଲା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ବନବିଭାଗ ପକ୍ଷରୁ କରତକଳ ଉପରେ ହଠାତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପ୍ରାୟ ୫ ଲକ୍ଷ ଟଙ୍କାର ଯନ୍ତ୍ରାଶଂ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଏପ୍ରିଲ ୨୦୨୨ରେ ସର୍ବକାଳୀନ ସର୍ବାଧିକ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

• ଓଡ଼ିଶାରେ ୪,୯୧୦ କୋଟି ଟଙ୍କାର ଜିଏସଟି ସଂଗ୍ରହ, ପୂର୍ବ ବର୍ଷର ସମାନ ଅବଧି ତୁଳନାରେ ୨୮ ପ୍ରତିଶତ ଅଧିକ ରାଜସ୍ବ ଆଦାୟ• ଏପ୍ରିଲ ୨୦୨୨ରେ ସକଳ ଜିଏସଟି ସଂଗ୍ରହ ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଲା• ଗତ ମାସରେ ସଂଗୃହିତ ୧,୪୨,୦୯୫ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ତୁଳନାରେ ୨୫ ହଜାର
Read More...

ସରକାରୀ ଅନୁଦାନ ଆତ୍ମସାତ ଅଭିଯୋଗ : ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଡୁଆଝର ପଂଚାୟତ ଅର୍ନ୍ତଗତ ସମସେରପଦର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିବା ବିଭିନ୍ନ ଅନୁଦାନକୁ ପ୍ରଧାନ ଶିକ୍ଷକ ହେରଫେର କରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେମାନଙ୍କ
Read More...

ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ସଂସ୍କୃତି ଭବନ ମଞ୍ଚରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମଦିବସ ପାଳିତ ହୋଇଯାଇଛି । ମଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରମିକ
Read More...

ଖପ୍ରାଖୋଲରେ ତାଲୁକା ଆଇନ୍ ସେବା ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ : ଶ୍ରମିକଙ୍କ ସୁରକ୍ଷା ନେଇ ଆଲୋକପାତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ପାଟଣାଗଡ ତାଲୁକ ଆଇନ ସେବା କମିଟି ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ରବିବାର ପାଳିତ ହୋଇଯାଇଛି । କମିଟି ସଦସ୍ୟ ଆଇନଜୀବୀ ଭକ୍ତରାମ୍ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...